ସୌମ୍ୟ ମୃତ୍ୟୁ ମାମଲା, ବଲାଙ୍ଗିରରେ ତନାଘନା କରିବ ପୋଲିସ

ପାରଳାଖେମୁଣ୍ଡି- ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବଲାଙ୍ଗିର ଯିବ ଗଜପତି ପୋଲିସର ୫ ଜଣିଆ ଟିମ୍ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟିର ତଦନ୍ତ କରିବ ଟିମ୍ । ବଲାଙ୍ଗିରର ଏଲଟି ଭେଟ୍ରିନାରି କଲେଜରେ ପଢୁଥିଲେ ବିଦ୍ୟାଭାରତୀ । ଗତକାଲି ଏହି ମାମଲାରେ ତଦନ୍ତକାରୀ ଦଳ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ଗୁରାଣ୍ଡି ଥାନା ଓଆଇସି ମମତା ରାଣୀ ପଣ୍ଡାଙ୍କୁ କ୍ଲିନଚିଟ୍ ଦେଇଥିଲା ।

Comments are closed.