ଏମଏସଏମଇ ବିଭାଗ ପକ୍ଷରୁ ୧୧ଟି ଅନଲାଇନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଲୋକଙ୍କ ସୁବିଧା ପାଇଁ ଏମଏସଏମଇ ବିଭାଗ ପକ୍ଷରୁ ୧୧ଟି ଅନଲାଇନ ସେବାର ଶୁଭାରମ୍ଭ ହେବାକୁ ଯାଉଛି । ୫-ଟି ଅଧୀନରେ ଏସବୁ ଅନଲାଇନ ସେବା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନଲାଇନ ସେବାଗୁଡିକୁ ସଂଧ୍ୟା ସାଢେ ୫ଟାରେ ଲୋକାର୍ପିତ କରିବେ ।

Comments are closed.