ବ୍ରାଉନସୁଗାର ବିକୁଥିବା ଅବକାରୀ କର୍ମଚାରୀ ଗିରଫ

କଟକ-ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ଅବକାରୀ ବିଭାଗର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କଠାରୁ ୪୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ଭୁବନେଶ୍ୱର ପଟିଆ ନିବାସୀ ରାମଚନ୍ଦ୍ର ପାତ୍ର ।

Comments are closed.