ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତା

ଭୁବନେଶ୍ୱର- ଆଜି ହେଉଛି ବିଶ୍ୱ ଏଡ୍‌ସ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ବିଶ୍ୱ ଏକ ମହାମାରୀର ସାମନା କରୁଥିବା ବେଳେ ଏଚଆଇଭି/ଏଡସରେ ପୀଡିତ ଲୋକଙ୍କୁ ଭୁଲିଯିବା ଉଚିତ ନୁହେଁ । ସେମାନଙ୍କୁ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଜଡିତ ଥିବା କଳଙ୍କ ହଟାଇବା ଜରୁରୀ, ଯାହା ଫଳରେ କି ଏଡସ୍ ଆକ୍ରାନ୍ତ ଲୋକେ ସ୍ୱାଭାବିକ ଜୀବନଯାପନ କରିପାରିବେ ।

Comments are closed.