ବାଘ ଛାଲ ଓ ହାତୀଦାନ୍ତ ଜବତ କଲା କ୍ରାଇମବ୍ରାଂଚ ଏସଟିଏଫ୍

ଭୁବନେଶ୍ୱର- ନୟାଗଡ ଓ ବଡମ୍ବାରୁ ବାଘଛାଲ ଓ ହାତୀଦାନ୍ତ ଜବତ ହୋଇଛି । ଗୋଟିଏ ବାଘ ଛାଲ ଓ ୨ଟି ହାତୀଦାନ୍ତ ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ୍ । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରମେଶ ପ୍ରତିହାରୀ ଓ ବିମ୍ବାଧର ତାରେ ।

Comments are closed.