ତୋଷାଳି ମେଳା ପାଇଁ କାରିଗର ଓ ବୁଣାକାରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋଭିଡ ମହାମାରୀ ସତ୍ତତ୍ତ୍ୱ ତୋଷାଳି ମେଳାରେ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପର ସମୃଦ୍ଧ ପରମ୍ପରାକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରାଯାଇପାରିଛି । ଏଥିପାଇଁ କାରିଗର ଓ ବୁଣାକାରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ କାରିଗରୀ ଦକ୍ଷତା, ଧୈର୍ଯ୍ୟ ଓ ସାହସର ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.