ଯଦୁପୁର ନାବାଳିକା ହତ୍ୟା ମାମଲା ନେଇ ଏସଆଇଟି ମୁଖ୍ୟଙ୍କ ପ୍ରତିକ୍ରିୟା : ଯୈାନ ନିର୍ଯାତନା ହିଁ ହତ୍ୟାର ପ୍ରମୁଖ କାରଣ

ଭୁବନେଶ୍ୱର- ନୟାଗଡ ଜିଲ୍ଲା ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଗିରଫ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ସେ କହିଛନ୍ତି ।

ଯୈାନ ନିର୍ଯାତନା ହିଁ ହତ୍ୟାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି । ମାମଲାରେ ଆଗକୁ ବି ତଦନ୍ତ ଜାର ରହିିବ ବୋଲି ବୋଥ୍ରା କହିଛନ୍ତି ।

ଯାହା କହିବା କଥା କୋର୍ଟରେ କହିବୁ । ଏହି ମାମଲାରେ ତାଙ୍କୁ ବ୍ୟକ୍ତିଗତ ଭାବେ ବଦନାମ କରିବା ପାଇଁ ଚେଷ୍ଟା କରାଯାଇଛି ବୋଲି କହିଛନ୍ତି ଏସଆଇଟି ମୁଖ୍ୟ ।

Comments are closed.