ଅନୁସୂଚିତ ଜାତି,ଜନଜାତି ,ସଂଖ୍ୟାଲଘୁ ସଂପ୍ରଦାୟ ପଛୁୁଆ ବର୍ଗଙ୍କ କଲ୍ୟାଣ ପାଇଁ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଅନୁସୂଚିତ ଜାତି ଓ ଜନଜାତି ,ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁୁଆ ବର୍ଗଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସେବା ଓ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ସବୁ ଯୋଜନା ଛାତ୍ରଛାତ୍ରୀଙ୍କ ସୁବିଧା ସହ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ଦିଗରେ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଆଜି ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ୬ଟି ସେବା ଓ ଯୋଜନାର ଶୁଭାରମ୍ଭ କରିବେ ।

Comments are closed.