ରାଜ୍ୟରେ କୋଭିଡ ଟେଷ୍ଟିଂରେ ନୂଆ ରେକର୍ଡ, ଦିନକରେ ସର୍ବାଧିକ ୬୧ ହଜାରରୁ ଅଧିକ ନମୁନା ପରୀକ୍ଷଣ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ନମୁନା ପରୀକ୍ଷାରେ ଆଉ ଏକ ରେକର୍ଡ । ଗତ ୨୪ ଘଂଟାରେ ସର୍ବାଧିକ ୬୧ ହଜାର ୩୭୯ ଟେଷ୍ଟିଂ ହୋଇଛି । ଏଥିମଧ୍ୟରୁ ୫୪ ହଜାର ୨୪୩ ଆଂଟିଜେନ୍ ଟେଷ୍ଟ ହୋଇଥିବା ବେଳେ ୭ ହଜାର ୫୪ ଆରଟିପିସିଆର୍ ଟେଷ୍ଟ ହୋଇଛି । ୮୨ଟି ଟ୍ରୁନାଟ୍ ଟେଷ୍ଟ କରାଯାଇଛି । ଗଂଜାମ ଜିଲ୍ଲାରେ ସର୍ବାଧିକ ୮ ହଜାର ୬ ଶହ ୩ ନମୁନା ପରୀକ୍ଷଣ ହୋଇଛି ।

Comments are closed.