ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଅଚଳାବସ୍ଥା ପରେ ଗୃହ କାଲି ସକାଳ ସାଢେ ୧୦ଟା ଯାଏଁ ମୁଲତବୀ

ଭୁବନେଶ୍ବର - ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ପ୍ରବଳ ହଟ୍ଟଗୋଳ ହୋଇଛି । ନାରାବାଜି ଦେଖିବାକୁ ମିଳିଛି। ଚାଷୀ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ବିଧାୟକମାନଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରିନାହିଁ । ନାରାବାଜି ମଧ୍ୟରେ ଗୃହରେ ବିଭିନ୍ନ କମିଟିର ରିପୋର୍ଟ ଉପସ୍ଥାପନ…

ଅବକାରୀ ଦୁର୍ନୀତି ମାମଲା: ଚାର୍ଜସିଟ୍ ଦାଖଲ କଲା ସିବିଆଇ, ସିସୋଦିଆଙ୍କ ନାଁ ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଶୁକ୍ରବାର ସିବିଆଇ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ସାତ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ ଦାଖଲ କରାଯାଇଛି। ଏଥିରେ ବିଜୟ ନାୟାର, ଅଭିଷେକ ବୋଇନାପାଲ୍ଲୀ, ସମୀର ମହେନ୍ଦ୍ର, ମୁତାଥା ଗୌତମ ଏବଂ ଅରୁଣ…

ଦେଶର ଇତିହାସକୁ ନେଇ ହୋଇଥିବା ଭୁଲକୁ ସଂଶୋଧନ କରାଯାଉଛି: ମୋଦି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଦେଶର ଇତିହାସ ଲେଖିବା ବେଳେ ଯେଉଁ ଭୁଲ୍ ହୋଇଥିଲା ତାହାକୁ ଏବେ ସଂଶୋଧନ କରାଯାଉଛି । ଆସାମର ଅହୋମ ସାମ୍ରାଜ୍ୟର ଜେନେରାଲ ଲାଚିତ ବରଫୁକାନଙ୍କ ୪୦୦ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହା…