ଅଲିମ୍ପିକ୍ ଓ ବିଶ୍ୱକପ୍ ପଦକ ବିଜେତା ହକି ଖେଳାଳି ବରିନ୍ଦର ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଅଲିମ୍ପିକ୍ ଏବଂ ବିଶ୍ୱକପ୍ ପଦକ ବିଜେତା ପୂର୍ବତନ ହକି ଖେଳାଳି ବରିନ୍ଦର ସିଂହଙ୍କ ମଙ୍ଗଳବାର ଜଲନ୍ଧରରେ ପରଲୋକ ହୋଇଯାଇଛି । ୧୯୭୦ ଦଶକରେ ଭାରତର ଅନେକ ସ୍ମରଣୀୟ ବିଜୟର ଅଂଶ ହୋଇଥିବା ବରିନ୍ଦରଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ବରିନ୍ଦର ୧୯୭୫ ମସିହାରେ କୁଆଲାଲମ୍ପୁରରେ…

ମଦ ରନ୍ଧା ବେଳେ ଅବକାରୀ ବିଭାଗର ଚଢାଉ, ଜଣେ ଗିରଫ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଦ ରନ୍ଧା ହେଉଥିବା ଖବର ପାଇ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ସମାରପାଲି ଓ ଗୁଣ୍ଡିଚାପାଲିଠାରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ସମାରପାଲିଠାରେ ୧୮୦୦ ଲିଟର ମହୁଲ ପୋଚ ସହ ୬୦ ଲିଟର ମଦ ଜବତ କରାଯାଇଥିଲା…

ମଧ୍ୟାହ୍ନ ଭୋଜନ ଖାଇ ୨୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବରଗଡ: ମଧ୍ୟାହ୍ନ ଭୋଜନ ଖାଇ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏହି ଘଟଣା ବରଗଡ ସଦର ବ୍ଲକ୍ ଖଲିଆପାଲି ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇ ସାରିବା ପରେ କେତେକ ଛାତ୍ରଛାତ୍ରୀଙ୍କ ପେଟରେ ଯନ୍ତ୍ରଣା…

ବିଦ୍ରୋହୀ ବିଧାୟକଙ୍କୁ ଫେରି ଆସିବାକୁ ଉଦ୍ଧବଙ୍କ ପୁଣି ଭାବପ୍ରବଣ ଅପିଲ

ମୁମ୍ବାଇ: ମହାରାଷ୍ଟ୍ର ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ ବିଦ୍ରୋହୀମାନଙ୍କୁ ମନାଇବା ପାଇଁ ପ୍ରୟାସ କରିଛନ୍ତି। ସେ ବିଦ୍ରୋହୀ ନେତାଙ୍କ ପାଖକୁ ଏକ ଭାବପ୍ରବଣ ବାର୍ତ୍ତା ପଠାଇଛନ୍ତି | ଏ‌ହି ବାର୍ତ୍ତାରେ ଉଦ୍ଧବ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ…