ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ

ନୂଆଦିଲ୍ଲୀ:ବିଦେଶୀ ପାଣ୍ଠିର ଲଗାତାର ବିକ୍ରିବଟା ଯୋଗୁଁ ନିବେଶକଙ୍କ ମନୋବଳ ଦୁର୍ବଳ ହୋଇ ପଡ଼ିଥିବାରୁ ଆମେରିକୀୟ ଡଲାର ତୁଳନାରେ ମଙ୍ଗଳବାର ଭାରତୀୟ ଟଙ୍କା ପ୍ରାରମ୍ଭିକ କାରବାରରେ ୨୨ ପଇସା ହ୍ରାସ ପାଇ ରେକର୍ଡ ସର୍ବନିମ୍ନ ସ୍ତର ୭୮.୫୯ରେ ପହଞ୍ଚିଛି। ସୋମବାର ଆମେରିକୀୟ ଡଲାର ତୁଳନାରେ…

ଗର୍ଭପାତ ବଟିକା ସମ୍ବନ୍ଧୀୟ ପୋଷ୍ଟ ହଟାଇଲେ ଫେସବୁକ୍, ଇନଷ୍ଟାଗ୍ରାମ

ୱାଶିଂଟନ୍: ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ମହିଳାଙ୍କ ଗର୍ଭପାତ ବଟିକା ସମ୍ବନ୍ଧୀୟ ପୋଷ୍ଟଗୁଡ଼ିକୁ ହଟାଇବା ଆରମ୍ଭ କରିଛନ୍ତି । ଆମେରିକାର ସୁପ୍ରିମକୋର୍ଟଙ୍କ ଏକ ରାୟ ଦ୍ୱାରା ମହିଳାଙ୍କୁ ଏବେ ଗର୍ଭପାତ ବଟିକା ମିଳିବା ବନ୍ଦ ହୋଇପାରେ। କୋର୍ଟର ଏହି ରାୟ ଗର୍ଭପାତ ପ୍ରସଙ୍ଗରେ ମହିଳାମାନଙ୍କୁ…

ନାଳରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ସୁବର୍ଣ୍ଣପୁର : ଉଲୁଣ୍ଡା ଥାନା ଅନ୍ତର୍ଗତ ଯଉଁରାଭଉଁରା ନିକଟ ବାକି ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି l ମୃତକ ଜଣକ ହେଲେ ସନ୍ତୋଷ ପଧାନ l ସୂଚନା ଅନୁସାରେ ଗତକାଲି ସନ୍ତୋଷ ବାକି ନାଳକୁ କୁଲାରୀ ସାଗ ତୋଳିବାକୁ ଯାଇଥିଲେ l ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ସନ୍ତୋଷ ଘରକୁ…

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୧୧,୭୯୩ ନୂଆ ମାମଲା, ୨୭ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ କୋଭିଡ-୧୯ର ଆଉ ୧୧,୭୯୩ ନୂଆ ମାମଲା ରିପୋର୍ଟ ହୋଇଛି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୪,୩୪,୧୮,୮୩୯କୁ ବୃଦ୍ଧି ପାଇଛି। ଏହି ସମୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୯୬,୭୦୦ କୁ ବୃଦ୍ଧି ପାଇଛି । କେନ୍ଦ୍ର…

ଆସିଲା ରାଇମୋହନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର - ଅଭିନେତା ରାଇମୋହନ ପରିଡାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ବେକରେ ଦଉଡ଼ି ଦେବା ଯୋଗୁ ଶ୍ୱାସ ରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏହି ରିପୋର୍ଟ କମିଶନରେଟ ପୋଲିସ୍‌କୁ ହସ୍ତାନ୍ତର…