ପେଟ୍ରୋଲ ପମ୍ପରେ ଲୋକଙ୍କୁ ଚା’ ପରଷୁଛନ୍ତି ଶ୍ରୀଲଙ୍କାର ବିଶ୍ବକପ୍ ବିଜୟୀ କ୍ରିକେଟର୍

କଲମ୍ବୋ : ୧୯୪୮ ମସିହାରେ ବ୍ରିଟେନରୁ ସ୍ବାଧୀନତା ପାଇବା ପରଠାରୁ ଶ୍ରୀଲଙ୍କା ଏହାର ଇତିହାସରେ ସବୁଠାରୁ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଗତ ବର୍ଷ ଶେଷ ପରଠାରୁ ଦେଶରେ ଖାଦ୍ୟ, ଔଷଧ ଏବଂ ଇନ୍ଧନ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି। ମୁଦ୍ରାସ୍ଫୀତି ମଧ୍ୟ ଏକ ରେକର୍ଡ…

ନ୍ୟାସନାଲ ହେରାଲ୍ଡ ମାମଲା: ରାହୁଲ ଚତୁର୍ଥ ଥର ଇଡିରେ ହାଜର, ପଚରାଉଚରା ଜାରି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗତ ସପ୍ତାହରେ ଲଗାତାର ତିନି ଦିନ ପଚରାଉଚରା ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ତାଙ୍କୁ ପଚରାଉଚରା ଜାରି ରହିଛି |…

କରୋନା ଅପଡେଟ୍: ଦେଶରେ ୧୨,୭୮୧ ନୂଆ ମାମଲା, ୧୩୦ ଦିନ ପରେ ସଂକ୍ରମଣ ହାର ଚାରି ପ୍ରତିଶତ ଉପରେ

ନୂଆଦିଲ୍ଲୀ: ଭାରତରେ ସୋମବାର କୋଭିଡ-୧୯ ର ୧୨,୭୮୧ ନୂଆ ମାମଲା ଆସିଛି । ଏଥିସହ ମୋଟ ସଂକ୍ରମଣ ୪,୩୩,୦୯,୪୭୩ ରେ ପହଞ୍ଚିଛି । ୧୩୦ ଦିନ ପରେ ଦୈନିକ ସଂକ୍ରମଣ ହାର ଚାରି ପ୍ରତିଶତ ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ କରୋନା ଯୋଗୁଁ ଆଉ ୧୮ ଜଣ ଲୋକଙ୍କ…