ବର୍ଷା ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତ

ବ୍ରହ୍ମପୁର: ରାଜ୍ୟରେ ମୌସୁମୀ ପ୍ରବେଶ କରିଲାଣି। ଯଦିଓ ଜୁନ୍ ମାସରେ ସ୍ବାଭାବିକ ବର୍ଷା ହୋଇନି, ତେବେ ଆଗାମୀ ଦିନରେ ଜୋରସୋରରେ ବର୍ଷା ହେବାର ଆକଳନ କରାଯାଉଛି। ଏହି ବର୍ଷା ଋତୁରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି।…

ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ - ଅଣସର ଘରେ ବିଭିନ୍ନ ଗୋପନ ନୀତି ପରେ ଜ୍ବରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବାପରେ ଖଡ଼ି ଲାଗି ସହ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ଏଥିପାଇଁ ୧୫ ଦିନର…

ଆଜି ମହାପ୍ରଭୁଙ୍କ ନବଯୌବନ ବେଶ

ନବଯୌବନ ବେଶ ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନପରେ ଠାକୁରମାନେ ଅଣସର ଘରେ ଯାଇ ରୁହନ୍ତି । ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ଯେଉଁଦିନ ମହାପ୍ରଭୁ…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ବୋଲେ ମଧୁର ବଚନ ସୁରସାଇଁ । ମୁନି କହଁ ଚଲେ ବିକଲ କୀ ନାଇଁ ॥ ସୁନତ ବଚନ ଉପଜା ଅତି କ୍ରୋଧା । ମାୟା ବସ ନ ରହା ମନ ବୋଧା ॥ ଭାବାର୍ଥ:- ସମସ୍ତ ଦେବତାଙ୍କ ଅଧିପତି ଭଗବାନ ଶ୍ରୀହରି ନାରଦ ମୁନୀଙ୍କୁ ଦେଖି କୋମଳ ମଧୁର ବାଣୀରେ କହିଲେ, ହେ ମୁନିଶ୍ରେଷ୍ଠ ! ଏପରି…

ଗୀତା ମାହାତ୍ମ୍ୟ: ଭୋକ୍ତାରଂ ଯଜ୍ଞତପସାଂ ସର୍ଵଲୋକ ମହେଶ୍ବରମ। ସୁହୃଦଂ ସର୍ଵଭୂତାନାଂ ଜ୍ଞାତ୍ଵ ମାଂ ଶାନ୍ତି ମୃଛତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଭୋକ୍ତାରଂ ଯଜ୍ଞତପସାଂ ସର୍ଵଲୋକ ମହେଶ୍ବରମ। ସୁହୃଦଂ ସର୍ଵଭୂତାନାଂ ଜ୍ଞାତ୍ଵ ମାଂ ଶାନ୍ତି ମୃଛତି।। ହେ ଅର୍ଜ୍ଜୁନ ! ମୋର ଭକ୍ତ ମୋତେ ସକଳ…