ବିଶ୍ୱକପ ତୀରନ୍ଦାଜୀ: ଭାରତୀୟ ପୁରୁଷ କମ୍ପାଉଣ୍ଡ ଟିମ୍ ଜିତିଲା କ୍ରମାଗତ ଦ୍ବିତୀୟ ସ୍ବର୍ଣ୍ଣ

ଗ୍ୱାଙ୍ଗଜୁ (ଦକ୍ଷିଣ କୋରିଆ): ଏଠାରେ ଚାଲିଥିବା ବିଶ୍ୱକପ ତୀରନ୍ଦାଜୀରେ ଭାରତୀୟ ପୁରୁଷ କମ୍ପାଉଣ୍ଡ ଟିମ୍ କ୍ରମାଗତ ସ୍ୱର୍ଣ୍ଣ ପଦକ ଜିତିଛି । ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତୀୟ ଦଳ ପଛୁଆ ରହିବା ସତ୍ତ୍ୱେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଫ୍ରାନ୍ସକୁ ଦୁଇ ପଏଣ୍ଟ ବ୍ୟବଧାନରେ ପରାସ୍ତ କରି…

ମହିଳା ପ୍ରୋ ଲିଗ୍: ସବିତା କ୍ୟାପଟେନ, ଓଡ଼ିଆ ଖେଳାଳି ଦୀପ ଗ୍ରେସ୍ ଉପଅଧିନାୟକ

ନୂଆଦିଲ୍ଲୀ: ଜୁନରେ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ୍ସରେ ହେବାକୁ ଥିବା ଏଫ୍ଆଇଏଚ୍ (ଆନ୍ତର୍ଜାତୀୟ ହକି ଫେଡେରେସନ୍) ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ସବିତା ପୁନିଆଙ୍କ ନେତୃତ୍ୱରେ ଭାରତ ଶନିବାର ୨୪ ଜଣିଆ ମହିଳା ହକି ଦଳ ଚୟନ କରିଛି। ଭେଟେରାନ ଡିଫେଣ୍ଡର ତଥା ଓଡ଼ିଆ ଖେଳାଳି ଦୀପ ଗ୍ରେସ ଏକ୍କା ଦଳର…