ଜାହାଙ୍ଗୀରପୁରୀରେ ଫେରୁଛି ଶାନ୍ତି, ‘ତ୍ରିରଙ୍ଗା ଯାତ୍ରା’ ପରେ ଆଜି ହିନ୍ଦୁ-ମୁସଲିମ ମିଶି ଆୟୋଜନ କରିବେ…

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହିଂସା ପରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି। ଜାହାଙ୍ଗୀରପୁରୀରେ ପାରସ୍ପରିକ ଭାଇଚାରା ରକ୍ଷା ପାଇଁ ଆଜି ଦୁଇ ସମ୍ପ୍ରଦାୟ ମିଶି ଇଫତାର ପାର୍ଟିର ଆୟୋଜନ କରିବେ | ରବିବାର ଦିନ କାନ୍ଧରେ କାନ୍ଧରେ ମିଶାଇ ଏହି ଅଞ୍ଚଳର ଉଭୟ ସମ୍ପ୍ରଦାୟର ଲୋକ…

ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନରେ ପୁଣି ଇମାନୁଏଲ୍ ମାକ୍ରୋନଙ୍କ ବାଜିମାତ୍

ପ୍ୟାରିସ୍: ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନ ପାଇଁ ରବିବାର ହୋଇଥିବା ମତଦାନରେ ବର୍ତ୍ତମାନର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ପୁଣି ବିଜୟୀ ହୋଇଛନ୍ତି । ଏହି ନିର୍ବାଚନରେ ମାକ୍ରୋନ ଓ ଦକ୍ଷିଣପନ୍ଥୀ ନେତା ଲେ ପେନଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦିତା ହୋଇଥିଲା। ଆକଳନରୁ ଜଣାପଡିଛି ଯେ…

କରୋନା ଅପଡେଟ୍: ଦେଶରେ ୨୫୪୧ ନୂଆ ମାମଲା, ୩୦ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ମାମଲାରେ ୨ ପ୍ରତିଶତ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫୪୧ ଟି ନୂଆ ମାମଲା ରୁଜୁ ହୋଇଛି। ଏହି ସମୟ ମଧ୍ୟରେ ଏହି ରୋଗରେ ଆଉ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ସମଗ୍ର ଭାରତରେ କରୋନା କାରଣରୁ ଏଯାବତ୍ ମୋଟ ୫୨୨,୨୨୩ ଜଣ ପ୍ରାଣ ହରାଇଛନ୍ତି।…

ବସରେ ନିଆଁ ଲଗାଇଦେଲେ ନକ୍ସଲ

ମାଲକାନଗିରି - ରାତି ଅଧରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲଗାଇଛନ୍ତି ଶତାଧିକ ନକ୍ସଲ । ବସ୍‌ରେ ଥିବା ୫୦ ପାଖାପାଖି ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି। ଏହି ଘଟଣା ମାଲକାନଗିରି ଜିଲ୍ଲା ମୋଟୁଠାରୁ ମାତ୍ର ୧୦ କିମି ଦୂର ଆନ୍ଧ୍ରପ୍ରଦେଶ କୁଟୁରଠାରେ ଘଟିଛି।…

ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହିତ ନବୀନଙ୍କ ଆଲେଚନାର ଆଜି ଶେଷ ଦିନ

ଭୁବନେଶ୍ୱର - ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହିତ ଜାରି ରହିଛି ପାର୍ଟି ମୁଖିଆଙ୍କ ଆଲୋଚନା। ଆଜି ଶେଷ ଦିନରେ ବାକି ଥିବା ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମୀକ୍ଷା କାର୍ଯ୍ୟକ୍ରମ ରହିଛି। ସୁପ୍ରିମୋଙ୍କୁ ରିପୋର୍ଟ ଦେବାକୁ ପ୍ରସ୍ତୁତି କରିଛନ୍ତି…