ଗଞ୍ଜାମ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ବିଜୟ ଯାତ୍ରା: ୧୪ ପୌରାଞ୍ଚଳରେ ଜିତି ଦେଲା ନାରୀ ସଶକ୍ତୀକରଣ ବାର୍ତ୍ତା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକମାତ୍ର ପୌରପାଳିକା ହିଞ୍ଜିଳିକାଟୁର ଉପାଧ୍ୟକ୍ଷା ପଦରେ ଆସୀନ ହୋଇଛନ୍ତି ବିଜେଡିର ସୁଚିତ୍ରା ପଣ୍ଡା। ଜିଲ୍ଲାରେ ନାରୀ ସଶକ୍ତୀକରଣର ନଜିର ସୃଷ୍ଟି କରିଥିବା ଆସିକା ଏନ୍‌ଏସିରେ ବ୍ଲକ୍‌ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ତଥା ପୌର ଅଧ୍ୟକ୍ଷା ପଦ ପରେ ଉପାଧ୍ୟକ୍ଷା…

ପାକଶାଳା ଦାୟିତ୍ବ ବି ସମ୍ଭାଳିବେ ଏସଏଚଜି, ଅଗଷ୍ଟରୁ ମାଁଙ୍କ ହାତରନ୍ଧାରେ ମିଳିବ ‘ଆହାର’

ସମ୍ବଲପୁର : ମିଶନ ଶକ୍ତିକୁ ସ୍ବତନ୍ତ୍ର ବିଭାଗର ମାନ୍ୟତା ମିଳିବା ପରେ ମହିଳା ସଶକ୍ତିକରଣ ଦିଗରେ ଗୋଟିଏ ପରେ ଗୋଟିଏ ସଫଳତାର ଫର୍ଦ୍ଦ ଯୋଡି ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପୂର୍ବରୁ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ରାଜ୍ୟର ସମସ୍ତ ଆହାର କେନ୍ଦ୍ର ପରିଚାଳିତ ହେଉଥିବା ବେଳେ ଆସନ୍ତା…

ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଗିରଫ, ମୋଟ ୨ କୋଟି ୩ ଲକ୍ଷ ଟଙ୍କା ଠାବ

ଭୁବନେଶ୍ୱର-ଭିଜିଲାନ୍ସ ଜାଲରେ ଫସିଥିବା ଭଞ୍ଜନଗରର ଆସିଷ୍ଟାଣ୍ଡ ଇଞ୍ଜିନିୟର କାର୍ତ୍ତିକେଶ୍ୱର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଦୀର୍ଘ ୪୮ ଘଣ୍ଟାର ମାରାଥନ ରେଡ଼ ଶେଷ ଆଜି ଭୋରରେ ଶେଷ ହୋଇଛି । କାର୍ତ୍ତିକେଶ୍ବରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭୁବନେଶ୍ୱର କଳିଂଗ ନଗର…

ବ୍ରହ୍ମପୁର ମହାନଗର ନିଗମ: ବିବେକ ରେଡ୍ଡୀ ବିଜେଡ଼ିର ଡେପୁଟି ମେୟର ପ୍ରାର୍ଥୀ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ବିଜେଡ଼ି ଇ. ବିବେକ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । ବିବେକ ରେଡ୍ଡୀ ହେଉଛନ୍ତି ୪୨ ନମ୍ବର ଓ୍ବାର୍ଡର କର୍ପୋରେଟର ।

କୋର୍ଟଙ୍କ ଅନୁମତି ସତ୍ତ୍ୱେ ସାମ୍ବାଦିକ ଆକାର ପଟେଲଙ୍କୁ ପୁଣି ବିଦେଶ ଯିବାରୁ ରୋକାଗଲା

ନୂଆଦିଲ୍ଲୀ: ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆର ପୂର୍ବତନ ମୁଖ୍ୟ ତଥା ସାମ୍ବାଦିକ ଆକାର ପଟେଲଙ୍କୁ ପୁଣି ବିଦେଶ ଯିବାରୁ ରୋକାଯାଇଛି । ବିଦେଶ ଗସ୍ତ ପାଇଁ ତାଙ୍କୁ କୋର୍ଟଙ୍କ ଅନୁମତି ସତ୍ତ୍ୱେ ତାଙ୍କୁ ବିମାନ ବନ୍ଦରରେ ଇମିଗ୍ରେସନ ଅଧିକାରୀ ମାନେ ଅଟକାଇଥିଲେ ବୋଲି ପଟେଲ ଟ୍ବିଟ୍ କରି…

ବିଦ୍ୟୁତ ସଂସ୍କାର ପାଇଁ ଓଡ଼ିଶାକୁ ୨୭୨୫ କୋଟି ଋଣ ଉଠାଣ ପାଇଁ ଅନୁମତି

ଭୁବନେଶ୍ବର - ବିଦ୍ୟୁତ୍‌ ସଂସ୍କାର ପାଇଁ ଓଡ଼ିଶାକୁ ୨୦୨୧-୨୨ରେ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି । ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଅତିରିକ୍ତ ୨୮ ହଜାର ୨୦୪ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି । ଏନେଇ ମଞ୍ଜୁରୀ…