୧୦୦ କୋଟି ଟିକାକରଣ ପ୍ରତ୍ୟେକ ଦେଶବାସୀଙ୍କ ସଫଳତା: ମୋଦି

ନୂଆଦିଲ୍ଲୀ: କରୋନା ଟିକାକରଣରେ ଭାରତ ୧୦୦ କୋଟି ମାଇଲଖୁଣ୍ଟ ହାସଲ କରିବାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି ଯେ, ଅକ୍ଟୋବର ୨୧ରେ ଭାରତ ୧୦୦ କୋଟି ଟିକା ଡୋଜର କଷ୍ଟସାଧ୍ୟ କିନ୍ତୁ ଅସାଧାରଣ ଲକ୍ଷ୍ୟ ହାସଲ କରିଛି। ଏହି ସଫଳତା…

ବାଂଲାଦେଶ: ହିନ୍ଦୁଙ୍କ ବିରୋଧରେ ହିଂସାର ମୁଖ୍ୟ ଅଭିଯୁକ୍ତ ଇକବାଲ ହୁସେନ୍ ଗିରଫ

ଢାକା: ବାଂଲାଦେଶର ହିନ୍ଦୁଙ୍କ ବିରୋଧରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିର ନାମ ହେଉଛି ଇକବାଲ ହୁସେନ୍ | ଏକ ଅସ୍ଥାୟୀ ପୂଜା ମଣ୍ଡପରେ କୋରାନ ରଖିବା ଅଭିଯୋଗରେ ପୋଲିସ ଏହି ବ୍ୟକ୍ତିଙ୍କୁ କକ୍ସ ବଜାରରୁ ଗିରଫ କରିଛି। ସିସିଟିଭି ଫୁଟେଜ…

ଟ୍ରକ୍ ନେଲା ଚାଷୀଙ୍କ ଜୀବନ, ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ପାଟପୁର: ବିଲକୁ ଚାଷ କାମ କରିବା ପାଇଁ ଯାଉଥିବା ବେଳେ ଜଣେ ଚାଷୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶେରଗଡ଼ ନିକଟ ପଲୀପଦ୍ମନାଭପୁର ଛକ ରାସ୍ତାରେ ଆଜି ସକାଳେ ଏକ ଟ୍ରକ୍ ଧକ୍କାରେ ସାମନ୍ତରାପୁରର ମୋହନ ଗୌଡ଼ଙ୍କ ପ୍ରାଣହାନୀ ଘଟିଛି। ତାଙ୍କ ବୟସ ୪୮ ବର୍ଷ ହେବ। ଦୁର୍ଘଟଣାରେ ଜଣେ ମୋଟର ସାଇକେଲ…

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୫,୭୮୬ ନୂଆ ମାମଲା, ୨୩୧ ମୃତ

ନୂଆଦିଲ୍ଲୀ: ବେଶ୍ କିଛି ଦିନ ଧରି ଦେଶରେ କୋଭିଡ-୧୯ର ନୂଆ ମାମଲା ୨୦ ହଜାର‌ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୫,୭୮୬ ନୂଆ ମାମଲା ରୁଜୁ ହୋଇଛି। ଏଥି ସହିତ ଦିନକରେ ୨୩୧ ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୩ ହଜାର ୪୨କୁ ବୃଦ୍ଧି ପାଇଛି। ବଡ କଥା…

ଯୋଗେନ୍ଦ୍ର ଯାଦବ ସଂଯୁକ୍ତ କିସାନ୍ ମୋର୍ଚ୍ଚାରୁ ନିଲମ୍ବିତ

ନୂଆଦିଲ୍ଲୀ: ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବଙ୍କୁ ଏକ ମାସ ପାଇଁ ସଂଯୁକ୍ତ କିସାନ୍ ମୋର୍ଚ୍ଚାରୁ ନିଲମ୍ବିତ କରାଯାଇଛି। ଲକ୍ଷ୍ମୀପୁର ଖେରୀ ହିଂସାରେ ନିହତ ହୋଇଥିବା ବିଜେପି କର୍ମୀ ଶୁଭମ ମିଶ୍ରଙ୍କ ଘରକୁ ଯାଇ ସମବେଦନା ପ୍ରକାଶ କରିଥିବାରୁ ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ଏଭଳି…

ଷ୍ଟାଡିୟମରେ ନିଜ ଅପରାଧର ଡେମୋ ଦେଖାଇଲା ଗୋବିନ୍ଦ ସାହୁ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗିରଫ ଗୋବିନ୍ଦ ସାହୁ ଆଜି ଡେମୋ ଦେଖାଇଛି । ପୋଲିସ ରିମାଣ୍ଡରେ ଥିବା ଗୋବିନ୍ଦକୁ ଆଜି ଭୋର୍‌ରେ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା, ଯେଉଁଠି ସେ ମମିତାଙ୍କୁ ପୋଡି ପୋତି…