ଟି-୨୦ ବିଶ୍ୱକପରେ ସବୁଠୁ ଦ୍ରୁତତମ ବଲ୍ ପକାଇଲେ ଏହି ପାକିସ୍ତାନୀ ବୋଲର୍

ଦୁବାଇ: ୟୁଏଇ ଏବଂ ଓମାନରେ ଚାଲିଥିବା ଟି-୨୦ ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଶୁକ୍ରବାର ଆଫଗାନିସ୍ତାନକୁ ପାଞ୍ଚ ୱିକେଟରେ ହରାଇ ପାକିସ୍ତାନ ଟୁର୍ନାମେଣ୍ଟରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଦଳ ସେମିଫାଇନାଲରେ ପହଞ୍ଚିବା ପ୍ରାୟ…

ବୈଜ୍ଞାନିକ ଡକ୍ଟର ହୋମୀ ଜାହାଙ୍ଗିର ଭାବାଙ୍କ ଜୟନ୍ତୀର ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- କିମ୍ବଦନ୍ତୀ ବୈଜ୍ଞାନିକ ଡକ୍ଟର ହୋମୀ ଜାହାଙ୍ଗୀର ଭାବାଙ୍କ ଆଜି ହେଉଛି ଜନ୍ମ ବାର୍ଷିକୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନ ବୈଜ୍ଞାନିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଭାରତ ଆଣବିକ କାର୍ଯ୍ୟକ୍ରମରେ ଡକ୍ଟର ଭାବାଙ୍କ ଉଲ୍ଲେଖନୀୟ ଅବଦାନକୁ ସର୍ବଦା…

ଆମେରିକାରେ ୫ ରୁ ୧୧ ବର୍ଷର ପିଲାଙ୍କୁ ଫାଇଜର ଟିକା ଦେବାକୁ ମିଳିଲା ଅନୁମତି

ଓ୍ୱାଶିଂଟନ: ଆମେରିକାରେ ଏବେ ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ ମଧ୍ୟ କରୋନା ଟିକା ଦିଆଯିବ | ଶନିବାର ଦିନ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫ୍-ଡି-ଏ) ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ ଫାଇଜର ବାୟୋଏନଟେକ ଦ୍ବାରା ‌ପ୍ରସ୍ତୁତ ଟିକା ଦେବାକୁ ଅନୁମତି ଦେଇଛି। ଫାଇଜର ବାୟୋଏନଟେକ୍…

ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୋଧରେ ବିଜେଡିର ହୁଙ୍କାର, ରାଜରାସ୍ତାକୁ ଓହ୍ଲାଇବ ଦଳ

ଭୁବନେଶ୍ୱର- ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛି ବିଜେଡି । ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ଦଳ । ଏ ନେଇ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ନଭେମ୍ବର ୧ ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବିଜୁ ମହିଳା…

କାଲି ଦାୟିତ୍ୱ ନେବେ ଡିଏମଇଟିର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟର ନୂଆ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ-ଡିଏମଇଟି ଭାବେ ପ୍ରଫେସର ଡକ୍ଟର ରମାରମଣ ମହାନ୍ତି ଆସନ୍ତାକାଲି ଦାୟିତ୍ୱ ନେବେ । ଗତକାଲି ପ୍ରଫେସର ମହାନ୍ତିଙ୍କୁ ନୂଆ ଡିଏମଇଟି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଫେସର ମହାନ୍ତି ବର୍ତ୍ତମାନ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ…

ଚାରି ସପ୍ତାହ ପରେ ଜେଲରୁ ମୁକୁଳିଲେ ଆର୍ୟନ୍

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହେବାର ପ୍ରାୟ ଚାରି ସପ୍ତାହ ପରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆଜି ଆର୍ୟନ ଖାନ ଆଜି ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକ୍ତ ହୋଇଛନ୍ତି। ପୁଅକୁ ନେବାକୁ ଶାହାରୁଖ ନିଜେ ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ। ଆର୍ୟନଙ୍କୁ ସ୍ବାଗତ କରିବା ପାଇଁ…