୩୧୫ ଆସନର ଟ୍ରେଣ୍ଡ, ବିଜେଡି ୨୬୩ ଆସନରେ ଆଗୁଆ

ଭୁବନେଶ୍ୱର - ପଞ୍ଚାୟତ ନିର୍ବାଚନର ଆଜି ଗଣତି ହେଉଥିବା ସମସ୍ତ ୩୧୫ ଜିଲ୍ଲା ପରିଷଦ ଆସନର ଟ୍ରେଣ୍ଡ ଆସିଛି । ୨୬୩ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେପି ମାତ୍ର ୨୯ଟି ଜୋନ୍‌ରେ ଆଗରେ ରହିଛି । ୧୭ଟି ଜୋନ୍‌ରେ ଆଗରେ ରହିଛି କଂଗ୍ରେସ ।

କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ପଛୁଆ ପଞ୍ଚାୟତ ନିର୍ବାଚନ ଗଣତି : କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି…

କୋରାପୁଟ : ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ପ୍ରାରମ୍ଭିକ ଧାରା ଆସିବା ଆରମ୍ଭ ହୋଇଛି । କ‌ୋରାପୁଟ ଜିଲ୍ଲାର ଚର୍ଚ୍ଚିତ ଆସନ କୋଟିଆରେ ଚାଲିଛି କଡା ଟକ୍କର । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଓ ସ୍ୱାଧିନ ପ୍ରାର୍ଥୀ ଟିକାଇ ଗମେଲଙ୍କ ମଧ୍ୟରେ ଜାରି ରହିଛି କଡ଼ା ଟକ୍କର । ପ୍ରଥମ ୩ ରାଉଣ୍ଡ…

ଆଗକୁ ମାଡି ଚାଲିଛି ବିଜେଡି , ବିରୋଧୀ ବହୁ ପଛରେ

ଭୁବନେଶ୍ଵର- ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ମଧ୍ୟାହ୍ନ ୧୨ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ବିଜେଡି ୨୪୬ ଆସନରେ ଆଗୁଆ ରହିଛି । ବିଜେପି ୩୧ ଓ କଂଗ୍ରେସ ୧୩ ଆସନରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ୫ଟି ଆସନରେ ଆଗୁଆ ରହିଛନ୍ତି ।

ଗଞ୍ଜାମ ଜିଲ୍ଲାରେ ବିଜେଡି ୧୫ ଆସନରେ ଆଗୁଆ

ଭୁବନେଶ୍ୱର-ଗଞ୍ଜାମ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଛି । ସଦ୍ୟତମ ଟ୍ରେଣ୍ଡ ଅନୁସାରେ ଜିଲ୍ଲାର ୬୯ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡ଼ି ୧୫ ଆସନରେ ଆଗୁଆ ଅଛି । ବିଜେପି ୨ଟି ଆସନରେ ଆଗୁଆ ରହିଛି । ଧରାକୋଟ ୨୯ ନମ୍ବର ଜୋନ୍‌ରେ ବିଜେଡି ଆଗୁଆ ରହିଛି ।…