ଟୋକିଓ ଅଲିମ୍ପିକ୍ସ: ଭାରତକୁ ପଞ୍ଚମ ପଦକ, ରେସଲିଂରେ ରବି କୁମାର ଜିତିଲେ ରୌପ୍ୟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପଞ୍ଚମ ପଦକ ଦେଇଛନ୍ତି ରେସଲର ରବି କୁମାର ଦହିଆ । ରବି ଆଜି ଅନୁଷ୍ଠିତ ପୁରୁଷ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲରେ ରବି ରୁଷୀୟ ଅଲିମ୍ପିକ୍ କମିଟି (ଆରଓସି)ର ଜଉର ଉଗୁଏଭ ଙ୍କ ଠାରୁ ୪-୭ରେ ପରାସ୍ତ ହୋଇ ରୌପ୍ୟ…