ଏବେ ଛୁଟିଦିନରେ ବି ଆପଣଙ୍କ ଆକାଉଣ୍ଟକୁ ଆସିଯିବ ଦରମା, ଆରବିଆଇ କଲା ଏହି ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଘୋଷଣା କରିଛି ଯେ ଅଗଷ୍ଟ ୧, ୨୦୨୧ରୁ ବଲ୍କ ପେମେଣ୍ଟ ସିଷ୍ଟମ ନ୍ୟାସନାଲ ଅଟୋମେଟେଡ୍ କ୍ଲିୟରିଂ ହାଉସ୍ (ଏନ୍ଏସିଏଚ୍) ସପ୍ତାହର ସମସ୍ତ ଦିନ ଉପଲବ୍ଧ ହେବ। ଏପର୍ଯ୍ୟନ୍ତ ଏହି ସୁବିଧା କେବଳ ସପ୍ତାହର କାର୍ଯ୍ୟ ଦିବସ ଗୁଡ଼ିକରେ ଉପଲବ୍ଧ…

କାରଗିଲ୍ ବିଜୟ ଦିବସରେ ଶହୀଦ ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: କାରଗିଲ୍ ଯୁଦ୍ଧରେ ବିଜୟର ୨୨ ବର୍ଷ ପୂର୍ତ୍ତି ଅବସରରେ ସାରାଦେଶ ଶହୀଦ ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କାରଗିଲ୍ ବିଜୟ ଦିବସରେ ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି…

ରାଜ୍ୟରେ ଆହୁରି ଖସିଲା ଦୈନିକ କୋରୋନା ସଂକ୍ରମଣ ଗ୍ରାଫ, ଦିନକରେ ୧୬୩୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୬୩୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୪୯ ଓ ସ୍ଥାନୀୟ ଅଂଚଳରୁ ୬୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୬୦, କଟକରୁ ୨୫୦, ଅନୁଗୁଳରୁ ୧୦୦,…

କାରଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଆଜି ହେଉଛି କାରଗିଲ ବିଜୟ ଦିବସ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନ ବିପକ୍ଷରେ କାରଗିଲ ଯୁଦ୍ଧରେ ବିଜୟର ବାନା ଉଡାଇଥିଲା ଭାରତୀୟ ସେନା । ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱର ରକ୍ଷା ପାଇଁ ପ୍ରାଣ ଉତ୍ସର୍ଗ କରିଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି…

ଦିଲ୍ଲୀରେ ଆଜିଠାରୁ ଖୋଲିବ ସିନେମା ହଲ୍, ମଲ୍ଟିପ୍ଲେକ୍ସ ଓ ସ୍ପା; ଶତ ପ୍ରତିଶତ କ୍ଷମତା ସହ ଚାଲିବ ମେଟ୍ରୋ

ନୂଆଦିଲ୍ଲୀ: ହ୍ରାସ ପାଉଥିବା କରୋନା ସଂକ୍ରମଣ ମଧ୍ୟରେ ଆଜିଠାରୁ ଦିଲ୍ଲୀରେ ଅନଲକ୍-୮ ଲାଗୁ ହେବ। ଅନଲକ୍ ର ଏହି ପର୍ଯ୍ୟାୟରେ ୩ ମାସରୁ ଅଧିକ ସମୟ ଧରି ବନ୍ଦ ଥିବା ସିନେମା ହଲ୍ ଏବଂ ସ୍ପା ଗୁଡ଼ିକୁ ବଡ଼ ଆଶ୍ବସ୍ତି ମିଳିଛି | ଅନଲକ୍-୮ ଅଧୀନରେ ସର୍ତ୍ତ ସହିତ ସିନେମା ହଲ୍ ଏବଂ ସ୍ପା ଖୋଲିବାକୁ…

କରୋନା ଅପଡେଟ୍: ଦେଶରେ ୩୯,୩୬୧ ନୂଆ ମାମଲା, ୪୧୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ସଂକ୍ରମଣର ଗତି କ୍ରମାଗତ ଭାବରେ ଶିଥିଳ ପଡିବାରେ ଲାଗିଛି । କ୍ରମାଗତ ଚତୁର୍ଥ ଦିନ ପାଇଁ ୪୦ ହଜାରରୁ କମ୍ ମାମଲା ରୁଜୁ ହୋଇଛି । ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୯,୩୬୧ ନୂଆ କରୋନା ମାମଲା ଚିହ୍ନଟ…

ଅଲିମ୍ପିକ୍ସ ଫ୍ଲାସବ୍ୟାକ୍ – (୨୦୦୪ -୨୦୧୬ )

ବିଜନ କୁମାର ମହାପାତ୍ର ନ୍ୟୁଜରୁମ ଓଡିଶାର ସ୍ୱତନ୍ତ୍ର ଅଲିମ୍ପିକ୍ସ ଉପସ୍ଥାପନାରେ ଆଜି ଆମେ ୨୦୦୪ ରୁ ୨୦୧୬ ଯାଏଁ ଆୟୋଜିତ ଅଲିମ୍ପିକ କ୍ରୀଡା ଉପରେ ନଜର ପକାଇବା । ୨୦୦୪ –ଏଥେନସ ଅଲିମ୍ପିକ୍ସ ୨୦୦୪ରେ ଜନ୍ମସ୍ଥଳ ଗ୍ରୀସକୁ ଫେରିଥିଲା ଅଲିମ୍ପିକ୍ସ । ଏଥେନସରେ ଆୟୋଜିତ ହୋଇଥିଲା…