ବଢିଲା ଯୁକ୍ତ ଦୁଇ କଲେଜ ସିଟ୍ ସଂଖ୍ୟା, ଅଗଷ୍ଟ ୧୨ରୁ ନାମଲେଖା ଆବେଦନ

ଭୁବନେଶ୍ୱର- ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା ଆବେଦନ । ଛାତ୍ରଛାତ୍ରୀ ଅନଲାଇନରେ ନାମଲେଖା ଆବେଦନ କରିପାରିବେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ ୫୪ ହଜାର ୯ ଶହ ସିଟ୍ ବୃଦ୍ଧି କରାଯାଇଛି । କଳାରେ ସିଟ୍ ବୃଦ୍ଧି…

ପେଗାସସ୍ ମାମଲାରେ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ବ୍ୟବସ୍ଥା ଉପରେ ଭରସା ରଖ, ସୋସିଆଲ ମିଡ଼ିଆ ବିତର୍କରୁ…

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାର ସ୍ୱତନ୍ତ୍ର ତଦନ୍ତ ଦାବି କରି ହୋଇଥିବା ୯ଟି ଆବେଦନ ଉପରେ ସୁପ୍ରିମକୋର୍ଟରେ ଆଜି ପୁଣି ଶୁଣାଣି ହୋଇଛି । ଏହି ମାମଲାରେ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟା ଜବାବ ଦାଖଲ କରିବା ପାଇଁ ଆହୁରି ସମୟ ମାଗିଛନ୍ତି । ଏହା ପରେ କୋର୍ଟ…

ଆକ୍ରମଣରେ ଯୁବକଙ୍କ ଜୀବନ ଗଲା

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ଖଜାପଲ୍ଲୀ ଠାରେ ଯୁବକଙ୍କୁ ହତ୍ୟା। ବିପକ୍ଷ ଗୋଷ୍ଠୀର ଯୁବକମାନେ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ କରିବାରୁ ଜିତେନ୍ଦ୍ର ସ୍ବାଇଁ ନାମକ ଯୁବକ ପ୍ରାଣ ହରାଇଛନ୍ତି। ମୃତକଙ୍କ ଘର ନିକଟସ୍ଥ ଦେଓଗାଁ ଅଟେ। ଆଜି ସକାଳେ ଜିତେନ୍ଦ୍ର ଖଜାପଲ୍ଲୀ…