ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ଭାରତୀୟ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ଭାରତୀୟ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲିମ୍ପିକ୍ସରେ ଖେଳୁଥିବା ଭାରତୀୟ ଖେଳାଳି ଦେଶ ପାଇଁ ଗର୍ବ, ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଯୋଡିହେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥର…

ଟିଏମ୍‌ସି ସାଂସଦ ଶାନ୍ତନୁ ସେନ୍ ରାଜ୍ୟସଭାରୁ ନିଲମ୍ବିତ, ଆଇଟି ମନ୍ତ୍ରୀଙ୍କ ହାତରୁ ପେପର୍ ଛଡ଼ାଇ ଚିରିଥିଲେ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେପର୍ ଛଡ଼ାଇ ଆଣି ଚିରିଥିବା ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନ୍ତୁ ସେନ୍‌ଙ୍କୁ ସଂସଦର ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି । ସେ ଆଉ ଏହି ଅଧିବେଶନରେ ଭାଗ ନେଇପାରିବେ ନାହିଁ । ସେନ୍‌ଙ୍କ ବିରୋଧରେ ଆଜି…

ଓଡିଶା: ମହାମାରା ପରବର୍ତ୍ତୀ ଶିଳ୍ପ ସମୃଦ୍ଧି ଓ ନିଯୁକ୍ତି ସୁଯୋଗ

ଓଡ଼ିଶା: ଦେଶର ନୂଆ ମାନୁଫାକଚରିଂ ହବ୍ ଲେଖକ : ପ୍ରତିଭା ନେପାକ ମହାମାରୀର ଦ୍ବିତୀୟ ଲହରୀକୁ ମଧ୍ୟ ରାଜ୍ୟରେ ଏକରକମ ନିୟନ୍ତ୍ରଣକୁ ଆଣିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ରାଜ୍ୟ ସରକାର। ଧିରେ ଧିରେ ସାରା ରାଜ୍ୟରେ ଲକଡାଉନ୍ କଟକଣା କୋହଳ କରି ଜନଜୀବନକୁ…

କରୋନା ଅପଡେଟ୍‌: ୨୪ ଘଣ୍ଟାରେ ୩୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ, ୪୮୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ମାମଲା ଦୁଇଦିନ ପରେ ୪୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୫,୩୪୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ କୋଭିଡ୍‌-୧୯ରେ ୪୮୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩୮,୭୪୦ ରୋଗୀ ସୁସ୍ଥ ହୋଇଛନ୍ତି । ଭାରତରେ କରୋନାରେ ଆକ୍ରାନ୍ତ…

ପେଗାସସ୍ ଗୁଇନ୍ଦାଗିରି ତାଲିକାରେ ଅନିଲ ଅମ୍ବାନି, ପୂର୍ବତନ ସିବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କାରୀ ନେଇ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଏହି ଗୁଇନ୍ଦାଗିରିର ଟାର୍ଗେଟ୍‌ରେ ଥିବା ଲୋକଙ୍କ ତାଲିକା ଲମ୍ବି ଚାଲିଛି । ପେଗାସସ୍ ଗୁଇନ୍ଦାଗିରି ଟାର୍ଗେଟ୍‌ରେ ଭାରତୀୟ ଶିଳ୍ପପତି ଅନିଲ ଅମ୍ବାନିଙ୍କ ସହ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା…

ଆଜିଠାରୁ ଟୋକିଓ ଅଲିମ୍ପିକ୍ସ, ସର୍ବଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ଭାରତ

ଟୋକିଓ: ବର୍ଷେ କାଳ ସ୍ଥଗିତ ରହିବା ପରେ ଶୁକ୍ରବାର ଠାରୁ ଆରମ୍ଭ ହେଉଛି ଟୋକିଓ ଅଲିମ୍ପିକ୍ସ । କରୋନା ମହାମାରୀ ଜନିତ ନିରାଶା ମଧ୍ୟରେ ବିଶ୍ୱ କ୍ରୀଡାର ଏହି ମହାକୁମ୍ଭ ଆୟୋଜନ ପାଇଁ ପ୍ରସ୍ତୁତ ଟୋକିଓ ନଗରୀ । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଚଳିତ ଥରର ସଂସ୍କରଣକୁ ‘ଆଶାର…

ଜମ୍ମୁରେ ଡ୍ରୋନକୁ ଖସାଇଲା ପୋଲିସ୍‌, ବିସ୍ଫୋରକ ଜବତ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଡ୍ରୋନ୍ ଦ୍ୱାରା ଆତଙ୍କୀ ଯୋଜନାକୁ ପଣ୍ଡ କରିଛି ପୋଲିସ୍ । ଜମ୍ମୁ-କାଶ୍ମୀରର କନାଚକ ଅଞ୍ଚଳରେ ଏକ ଡ୍ରୋନ୍‌କୁ ଗୁଳି କରି ଖସାଇଛି ପୋଲିସ୍ । ସୀମାପଟୁ ଆସିଥିବା ଏହି ଡ୍ରୋନରୁ ବିସ୍ଫୋରକ ମିଳିଛି । ବାୟୁସେନା ଘାଟିରେ ଡ୍ରୋନ ଦ୍ୱାରା ଆକ୍ରମଣ ପରଠୁ ଜମ୍ମୁର…