ରାଜଧାନୀରେ ପୁଣି ବ୍ରାଉନସୁଗାର ଜବତ

ଭୁବନେଶ୍ୱର – ରାଜଧାନୀରେ ପୁଣି ଥରେ ଜବତ ହୋଇଛି ବ୍ରାଉନସୁଗାର । ୨୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା କମିଶନରେଟ ପୋଲିସ ପ୍ରକାଶ କରିଛି । ଏହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ନଗଦ ୬୦ ହଜାର ଟଙ୍କା ଓ ୨ଟି ବାଇକ…

ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ: ବରଗଡ଼ କ୍ୟାନସର ହସପିଟାଲ ପାଇଁ ୯୨ କୋଟି…

ସମ୍ବଲପୁର : ସାକାର ରୂପ ନେବାକୁ ଯାଉଛି ବରଗଡ଼ବାସୀଙ୍କ ସ୍ବପ୍ନ । କ୍ୟାନସରର ଗଡ଼ ପାଲଟିଥିବା ବରଗଡ଼ବାସୀଙ୍କ ପାଇଁ ଏକ ବୃହତ କ୍ୟାନସର ହପସିଟାଲ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିଛନ୍ତି । ଗତକାଲି ଏହି ବୃହତ ପ୍ରକଳ୍ପ ନେଇ ପ୍ରଥମ ପର୍ଯ୍ୟାୟରେ ୯୨ କୋଟି ୨୭…

ଆସନ୍ତାକାଲି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର - ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ । ଏ ସଂପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି । ସିଏଚଏସଇ ୱେବସାଇଟ୍ ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଶନିବାର ଅପରାହ୍ନ ୪ଟାରେ ସିଏଚଏସଇ କାର୍ଯ୍ୟାଳୟରେ ଯୁକ୍ତ ଦୁଇ କଳା ରେଜଲ୍ଟ…

ତାଲିବାନ କବ୍‌ଜାରେ କାନ୍ଦାହାର

କାବୁଲ: ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ପ୍ରମୁଖ ସହର କବ୍‌ଜା କରିବାରେ ଲାଗିଛି ତାଲିବାନ୍ । ତାଲିବାନ୍ ଏବେ ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରକୁ ମଧ୍ୟ ନିଜ କବ୍‌ଜାକୁ ନେଇଛି । ଏହାଛଡ଼ା ଦକ୍ଷିଣ ଆଫଗାନିସ୍ତାନର ଏକ ପ୍ରମୁଖ ସହର ଗାହ ମଧ୍ୟ ଏହି ଆତଙ୍କବାଦୀ ଗୋଷ୍ଠୀ…