ରଥ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଦଉଡି ଯୋଗାଇଲା ଓଡିଶା କତା ନିଗମ

ପୁରୀ – ରଥ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ୨୦ଟି ଦଉଡି ମିଳିଛି । ଓଡିଶା କତା ନିଗମ ପକ୍ଷରୁ ୧୪ଟି ରଥଟଣା ଓ ୬ଟି ଘେର ଦଉଡି ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଇ ଦିଆଯାଇଛି । ୧୦୦ ମିଟର ଲମ୍ବା ଘେର ଦଉଡିଗୁଡିକୁ ବିଭିନ୍ନ ରଙ୍ଗରେ ରଙ୍ଗୀନ କରାଯାଇଛି ।

କେନ୍ଦ୍ର ସରକାର କୋଭିଡ ଟିକା କିଣିବା ଉପରେ ସହମତି ସୃଷ୍ଟି ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର- କୋଭିଡ ଟିକାକରଣରେ ରାଜ୍ୟଗୁଡିକ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ସୁରୁଖୁରୁରେ ଟିକାକରଣ ସଂପାଦନ କରିବା ପାଇଁ କେନ୍ଦ୍ର ସରକାର ବିଶ୍ୱ ବଜାରରୁ ଟିକା କିଣିବା ଦରକାର । ଏ ବାବଦରେ ସହମତି ସୃଷ୍ଟି କରିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି…

୧୦୪ ହେଲ୍ପଲାଇନ କର୍ମଚାରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ କେବଳ ସ୍ୱାସ୍ଥ୍ୟକର୍ମୀ ନୁହଁନ୍ତି, ଅନ୍ୟମାନଙ୍କର ବି ଏହି ଲଢେଇରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । କୋଭିଡ ପାଇଁ ଜାରି ହୋଇଥିବା ହେଲ୍ପଲାଇନ ନମ୍ବର ୧୦୪ର କର୍ମଚାରୀମାନେ ମଧ୍ୟ ଭଲ ସେବା ଯୋଗାଉଛନ୍ତି । ଏଥିପାଇଁ ୧୦୪…

ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିଲା, ବିଳମ୍ବରେ ଖସୁଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଏବେ କୋରୋନା ସଂକ୍ରମଣ ଧୀରେ ଧୀରେ କମ୍ ହେବାରେ ଲାଗିଛି । ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ,ବର୍ତ୍ତମାନ ଦେଶରେ ସଂକ୍ରମଣ ହାର କମିବାରେ ଲାଗିଛି । ଅନ୍ୟ ରାଜ୍ୟରେ ଯେତେବେଳେ ସଂକ୍ରମଣ ହାର ଅଧିକ ଥିଲା, ସେତେବେଳେ ଆମ ରାଜ୍ୟରେ…

ବଲାଙ୍ଗୀର ପାଟଣାଗଡରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରୋଗୀ ସମେତ ୩ ମୃତ

ବଲାଙ୍ଗିର – ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଝୁଲେନବର ନିକଟରେ ସଡକ ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି । ଏକ ଆମ୍ବୁଲାନ୍ସ ଗଛରେ ପିଟି ହୋଇଯିବାରୁ ରୋଗୀ ଓ ତାଙ୍କ ସଂପର୍କୀୟ ପ୍ରାଣ ହରାଇଛନ୍ତି । ଆମ୍ବୁଲାନ୍ସ ଡ୍ରାଇଭର ଫେରାର ହୋଇଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ପଦ୍ମପୁର…

ରାଜ୍ୟରେ ନିମ୍ନଗାମୀ ହେବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ, ଦିନକରେ ୮୩୯୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୧୧୦୨

ଭୁବନେଶ୍ୱର- ରାଜ୍ୟରେ ଆଉ ୮ ହଜାର ୩୯୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୭୪୧ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୬୫୮ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୮୨ ହଜାର ୧୩୧କୁ ବୃଦ୍ଧି ହୋଇଛି । ଏ ଯାଏ ୬ ଲକ୍ଷ ୯୨ ହଜାର ୨୭ ରୋଗୀ ସୁସ୍ଥ…

ବିଦେଶରୁ ଟିକା ଆଣିବା ପାଇଁ ତତ୍ପରତା, ଫାଇଜର ଓ ମଡେର୍ଣ୍ଣାକୁ ଆଇନଗତ ସୁରକ୍ଷା ଦେବାକୁ ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତରେ ଟିକା ଅଭାବ ଯୋଗୁଁ ଧିମେଇ ଯାଇଥିବା ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ବିଦେଶରୁ ଫାଇଜର ଓ ମଡେର୍ଣ୍ଣା ଭଳି ଟିକା ମଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ବିଦେଶୀ ଟିକା ଯେଭଳି ଶୀଘ୍ର ଭାରତରେ ଉପଲବ୍ଧ ହେବ ସେଥିପାଇଁ ଭାରତ ସରକାର କିଛି ସର୍ତ୍ତ…

ରାଜ୍ୟରେ ଦିନକରେ ୪୦ କୋଭିଡ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହିତ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨ ହଜାର ୮୩୧କୁ ବୃଦ୍ଧି ପାଇଛି । ଅନୁଗୁଳ, କଟକ, ଖୋର୍ଦ୍ଧା ଓ କଳାହାଣ୍ଡିରେ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଝାରସୁଗୁଡା ଜିଲ୍ଲାରୁ ୪, ବୌଦ୍ଧ ଓ ରାୟଗଡାରୁ ୩ ଜଣ ଲେଖାଏଁ…