ଦେଶର ୨୩% ଲୋକ ଟିକା ପାଇଁ ଦେଇଛନ୍ତି ହଜାରେରୁ ଉର୍ଦ୍ଧ୍ବ ଟଙ୍କା

ନୂଆଦିଲ୍ଲୀ: ଏକ ସର୍ଭେ ଅନୁଯାୟୀ ଦେଶର ୨୩ ପ୍ରତିଶତ ନାଗରିକ କୋଭିଡ ଟିକା ପାଇଁ ହଜାରେରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଛନ୍ତି। କୋଭିସିଲ୍ଡର ଗୋଟିଏ ଡୋଜ ପାଇଁ ସେମାନଙ୍କୁ ୧୦୦୦-୧୨୦୦ ଟଙ୍କା ଏବଂ କୋଭାକ୍ସିନ୍ ର ପ୍ରତି ଡୋଜ୍ ପାଇଁ ୧୫୦୦-୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ପ୍ରାୟ ୭୩…

ଭାରତରେ ଆଉ ୧.୩୨ ଲକ୍ଷ ନୂଆ କରୋନା ଆକ୍ରାନ୍ତ, ୩୨୦୭ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୨ ହଜାର ୭୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଏହି ସଂଖ୍ୟା ସାମାନ୍ୟ ବଢ଼ିଛି । ଦିନକରେ ଏହି ରୋଗରେ ୩୨୦୭ ଜଣ ପ୍ରାଣ ହରାଇଛନ୍ତି । ପୁଣି ୨ ଲକ୍ଷ ୩୧ ହଜାର ୪୫୬ ଲୋକ ସୁସ୍ଥ ହୋଇଛନ୍ତି । ଗତକାଲି ଦେଶରେ ୧.୨୭ ମାମଲା…

ଟି୨୦ ବିଶ୍ୱକପ ଉପରେ ନିଷ୍ପତ୍ତି ନେବାକୁ ବିସିସିଆଇକୁ ଜୁନ୍ ୨୮ ଯାଏଁ ସମୟ ଦେଲା ଆଇସିସି

ନୂଆଦିଲ୍ଲୀ : ଭାରତରେ ଟି୨୦ ବିଶ୍ୱକପ୍ ହେବ ନା ୟୁଏଇ ସ୍ଥାନାନ୍ତର କରାଯିବ ସେନେଇ ନିଷ୍ପତ୍ତି ନେବାକୁ ବିସିସିଆଇକୁ ଜୁନ୍ ୨୮ ଯାଏଁ ସମୟ ଦେଇଛି ଆଇସିସି । ଭାରତରେ କୋଭିଡ୍‌-୧୯ ସ୍ଥିତି ଯୋଗୁଁ ଏହି ମେଗା ଇଭେଣ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଙ୍ଗଳବାର ଅନଲାଇନ୍ ମାଧ୍ୟମରେ…

ଚଳିତବର୍ଷ ଦେଶରେ ସ୍ୱାଭାବିକ ବା ଅଧିକ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ, ଓଡିଶାରେ ବି ଭଲ ବର୍ଷିବ

ନୂଆଦିଲ୍ଲୀ - ଚଳିତବର୍ଷ ସ୍ୱାଭାବିକ ବା ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କେନ୍ଦ୍ର ଭାରତ ଓ ଓଡିଶାରେ ଭଲ ବର୍ଷା ହେବ । ଆସନ୍ତା ୩ ତାରିଖରେ କେରଳରେ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ହେଲେ ଓଡିଶାରେ ରଜ ପରେ ପ୍ରବେଶ କରିବ ମୌସୁମୀ ।…

ଦେଶବ୍ୟାପୀ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ

ନୂଆଦିଲ୍ଲୀ –ଦେଶବ୍ୟାପୀ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ହୋଇଛି । ଦେଶରେ କୋରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ହୋଇଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ପ୍ରସଙ୍ଗରେ ବ୍ୟାପକ…