ଆଇଏଏସ୍ କ୍ୟାଡର ନିୟମରେ ପରିବର୍ତ୍ତନକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ୨୧ ସାଂସଦ ଓ ୩୮ ଅବସରପ୍ରାପ୍ତ…

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ନିର୍ବାଚନ ମଧ୍ୟରେ ଅଣବିଜେପି ଶାସିତ ରାଜ୍ୟଗୁଡିକର କିଛି ସାଂସଦ ରାଜ୍ୟପାଳଙ୍କ ହସ୍ତକ୍ଷେପ ଏବଂ ଆଇଏଏସ୍ କ୍ୟାଡର ନିୟମରେ ପରିବର୍ତ୍ତନକୁ ଦୃଢ଼ ବିରୋଧ କରିଛନ୍ତି। ୨୧ ବିରୋଧୀ ଦଳ ସାଂସଦ ଏବଂ ୩୮ ଅବସରପ୍ରାପ୍ତ ଅମଲାତନ୍ତ୍ରୀ ଗୁରୁବାର ପ୍ରଧାନମନ୍ତ୍ରୀ…

୧୨ ଚୋରି ବାଇକ୍ ଉଦ୍ଧାର , ୪ କୋର୍ଟ ଚାଲାଣ

ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୨ଟି ଚୋରି ବାଇକ୍ ଉଦ୍ଧାର କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ତରଙ୍ଗା ବ୍ଲକ ଟିକେଡା ଗ୍ରାମର ଅଜୟ କୁଶଲ ( ୨୧ ) , କୟାପଦର କମସରାର ଡାକ୍ତର ଓରଫ ସଦାନନ୍ଦ ରଣା ( ୩୨ କମସରା ଗ୍ରାମର…

ବିଦେଶୀ ଅନୁଦାନ ବାଟମାରଣା ଅଭିଯୋଗ, ସାମ୍ବାଦିକା ରାଣା ଆୟୁବଙ୍କ ୧.୭୭ କୋଟି ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀ: ବିଦେଶୀ ଅନୁଦାନ ବାଟମାରଣା ଓ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାମ୍ବାଦିକା ରାଣା ଆୟୁବଙ୍କ ୧.୭୭ କୋଟି ଟଙ୍କା ଜବତ କରିଛି। ସାମ୍ବାଦିକ ରାଣା ଆୟୁବଙ୍କ ୧.୭୭ କୋଟି ଟଙ୍କା ଜବତ ହେବା ପରେ ଇଡି ଅଧିକାରୀ କହିଛନ୍ତି ଯେ ଏହି ତିନୋଟି ଅଭିଯାନ ପାଇଁ…

ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଆଉ ଜଣେ ପଦସ୍ଥ ସରକାରୀ ଅଧିକାରୀ, ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ…

ସୁନ୍ଦରଗଡ – ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଉ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱରର ନୟାପଲ୍ଲୀ, ସୁନ୍ଦରଗଡ ଓ ଜଗତସିଂହପୁରରେ ଚଢାଉ ଜାରି ରହିଛି ।…

ପଶ୍ଚିମ ଓଡିଶାରେ ସବୁ ଦଳର ପ୍ରଚାର ସରଗରମ, ବିଜୟର ଗୁରୁମନ୍ତ୍ର ଦେଉଛନ୍ତି ହେଭିୱେଟ୍ ନେତା

ସମ୍ବଲପୁର : ଗତ ୨୦୧୭ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ବିଜେଡି। ଏଥିପାଇଁ ସାରା ପଶ୍ଚିମ ଓଡିଶାରେ ଦଳର ହେଭିବେଟ୍ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛନ୍ତି। ଆଉ ରାଜ୍ୟ ସରକାରଙ୍କ ବିକାଶକୁ ହିଁ ଆୟୁଧ କରି ବିଜୟ ବାନା ଉଡାଇବାକୁ ଦଳ ରଣନୀତି ପ୍ରସ୍ତୁତି କରି ସାରିଛି। ଏଭଳି ସ୍ଥିତିରେ…