ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ ତିନି ଦିନ ବର୍ଷା, ୧୧ ତାରିଖରେ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର- ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ୩ ଦିନ ଧର ବର୍ଷା ହେବ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଜାନୁଆରୀ ୧୧ରୁ ୧୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ କୁଆପଥର ବୃଷ୍ଟି ହେବା ସମ୍ଭାବନା ରହିଛି । ୧୧ ତାରିଖ ପାଇଁ ୭ଟି ଜିଲ୍ଲାକୁ ୟେଲୋ…

ଆଜିଠାରୁ ଭାରତରେ ଦିଆଯିବ ବୁଷ୍ଟର ଡୋଜ୍; ଫ୍ରଣ୍ଟଲାଇନ୍ କର୍ମଚାରୀ ଓ ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ପ୍ରାଧାନ୍ୟ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁଁ ଭାରତରେ ସଂକ୍ରମଣର ବିସ୍ଫୋରଣ ଜାରି ରହିଛି | କରୋନାର ତୃତୀୟ ଲହର ମଧ୍ୟରେ ଆଜି ଠାରୁ ଦେଶରେ ତୃତୀୟ ତଥା ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହେବ | ବିଶ୍ବର ବିଭିନ୍ନ ଦେଶରେ ଟିକାର ତୃତୀୟ ଡୋଜକୁ ବୁଷ୍ଟର୍ ଡୋଜ୍ ବୋଲି କୁହାଯାଉଛି ।…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି : ଆଜି ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଔପଚାରିକ ଘୋଷଣା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ବୈଠକରେ ମୁଖ୍ୟତଃ ନିର୍ବାଚନ ପ୍ରାକ ପ୍ରସ୍ତୁତି, ଭୋଟର ତାଲିକା ଓ କୋଭିଡ ପରିସ୍ଥିତି ନେଇ ଆଲୋଚନା ହୋଇପାରେ । ଭୁବନେଶ୍ୱରରର ତୋଷାଳୀ ଭବନ ସ୍ଥିତ…

ଆଜିଠାରୁ ରାଜ୍ୟରେ ଦିଆଯିବ ବୁଷ୍ଟର ଡୋଜ୍

ଭୁବନେଶ୍ୱର- ରାଜ୍ୟରେ ଆଜିଠାରୁ ପ୍ରିକସନ ବା ବୁଷ୍ଟର ଡୋଜ୍ ଦିଆଯିବ । ଏ ନେଇ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି କରିଛି । ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା, ୬୦ ବର୍ଷରୁ ଅଧିକ ବର୍ଗର ଯେଉଁମାନଙ୍କର ଦ୍ୱିତୀୟ ଡୋଜ୍ ଟିକା ନେବାର ୩୯ ସପ୍ତାହ ହୋଇସାରିଥିବ, ସେମାନଙ୍କୁ…

ମହାଭାରତର କେତେକ ରୋଚକ ତଥ୍ୟ

ମହାଭାରତର କେତେକ ରୋଚକ ତଥ୍ୟ ପାଣ୍ଡୁ ଓ ଧୃତରାଷ୍ଟ୍ର ଦୁଇ ଭ୍ରାତା ଥିଲେ ।ପାଣ୍ଡଵମାନେ ପାଞ୍ଚ ଭାଇଥିଲେ ଯାହାଙ୍କ ନାମ - ୧.ଯୁଧିଷ୍ଠିର ୨.ଭୀମ ୩.ଅର୍ଜୁନ ୪.ନକୁଳ ୫.ସହଦେଵ ଏଠି ଧ୍ୟାନ ରହେ ଯେ .... ପାଣ୍ଡୁଙ୍କ ଉପରୋକ୍ତ ପାଞ୍ଚ ପୁତ୍ର ମଧ୍ୟରୁ ଯୁଧିଷ୍ଠିର, ଭୀମ ଓ ଅର୍ଜୁନ ମାତା…

ଗୀତା ମାହାତ୍ମ୍ୟ: ଇନ୍ଦ୍ରିୟଣୀ ମନୋ ବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ। ଏତୈର୍ବିମୋହୟତ୍ୟେଷ ଜ୍ଞାନମାବୃତ ଦେହିନମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : - ଇନ୍ଦ୍ରିୟଣୀ ମନୋ ବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ। ଏତୈର୍ବିମୋହୟତ୍ୟେଷ ଜ୍ଞାନମାବୃତ ଦେହିନମ।। ହେ ଅର୍ଜ୍ଜୁନ !…