ତୃତୀୟ ଲହର ପ୍ରକୋପ: ଦେଶରେ ଆଉ ୧.୬୮ ଲକ୍ଷ ସଂକ୍ରମିତ ଚିହ୍ନଟ, ସକ୍ରିୟ ମାମଲା ୮ ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ କରୋନାର ଅଣାୟତ୍ତ ଗତି ଥମିବାର ନାଁ ନେଉନାହିଁ । ଗତକାଲି ତୁଳନାରେ ଆଜି କରୋନାର ନୂଆ ମାମଲାରେ ହ୍ରାସ ଘଟିଥିଲେ ମଧ୍ୟ ବିପଦ ଟଳି ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୬୮ ହଜାର ୬୩ ନୂଆ ମାମଲା ହୋଇଥିବାବେଳେ ୨୭୭ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି…

ଆଜି ପଂଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ ଆୟୋଗ

ଭୁବନେଶ୍ୱର – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ଦିନ ସାଢେ ୧୧ଟାରେ ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ ରହିଛି । ଏଥିରେ ପଂଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି କମିଶନ । ଗତକାଲି କମିଶନ ପଂଚାୟତ…

ହସ୍ପିଟାଲରେ ଅଚାନକ ବଢ଼ିପାରେ ରୋଗୀ ସଂଖ୍ୟା, କେନ୍ଦ୍ରକୁ ଘାରୁଛି କରୋନା ଭୟ, ରାଜ୍ୟମାନଙ୍କୁ ପୁଣି ଚିଠି ଲେଖିଲା

ନୂଆଦିଲ୍ଲୀ: ଦେଶରେ ସଂକ୍ରମିତ କରୋନା ସଂଖ୍ୟା ମଧ୍ୟରେ କେନ୍ଦ୍ର ପୁଣି ଥରେ ରାଜ୍ୟମାନଙ୍କୁ ଚିଠି ଲେଖିଛି। ରାଜ୍ୟ ନିଜ ଚିଠିରେ କହିଛନ୍ତି ଯେ ରାଜ୍ୟର ଡାକ୍ତରଖାନାଗୁଡ଼ିକରେ କରୋନା ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇପାରେ। ଏଭଳି ପରିସ୍ଥିତିରେ କେନ୍ଦ୍ର ରାଜ୍ୟ ଉପରେ ନଜର ରଖିବାକୁ…

ଭିଜିଲାନ୍ସ ଜାଲରେ କନେଷ୍ଟବଳ

ବାରିପଦା – ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି କନେଷ୍ଟବଳ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଏସପିଙ୍କ ଅଫିସରେ କାର୍ଯ୍ୟରତ କନଷ୍ଟେବଳ ରଂଜନ ଦଣ୍ଡପାଟଙ୍କ ୬ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ । ତାଙ୍କର ୬ଟି ଘରେ ୩୫ଜଣ ଅଫିସର ଚଢାଉ କରିଛନ୍ତି । ଏ ନେଇ ଅଧିକ…