ଆଜିଠାରୁ ଭାରତରେ ଦିଆଯିବ ବୁଷ୍ଟର ଡୋଜ୍; ଫ୍ରଣ୍ଟଲାଇନ୍ କର୍ମଚାରୀ ଓ ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ପ୍ରାଧାନ୍ୟ
ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁଁ ଭାରତରେ ସଂକ୍ରମଣର ବିସ୍ଫୋରଣ ଜାରି ରହିଛି | କରୋନାର ତୃତୀୟ ଲହର ମଧ୍ୟରେ ଆଜି ଠାରୁ ଦେଶରେ ତୃତୀୟ ତଥା ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହେବ | ବିଶ୍ବର ବିଭିନ୍ନ ଦେଶରେ ଟିକାର ତୃତୀୟ ଡୋଜକୁ ବୁଷ୍ଟର୍ ଡୋଜ୍ ବୋଲି କୁହାଯାଉଛି ।…