ରେକର୍ଡ ଭାଙ୍ଗୁଛି ଓମିକ୍ରନ୍, ସପ୍ତାହକ ମଧ୍ୟରେ ୧.୫ କୋଟି ନୂଆ ମାମଲା, ୪୮ ହଜାର ମୃତ୍ୟୁ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋଭିଡ -୧୯ ସଂକ୍ରମଣ ବିସ୍ଫୋରଣ ଜାରି ରହିଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହାର ସଦ୍ୟତମ ମହାମାରୀ ରିପୋର୍ଟରେ କହିଛି ଯେ ଗତ ସପ୍ତାହରେ ନୂଆ କରୋନୋ ସଂକ୍ରମଣ ସଂଖ୍ୟା ପ୍ରାୟ ୫୫ ପ୍ରତିଶତ ବୃଦ୍ଧି ପାଇଛି। ମଙ୍ଗଳବାର ରାତିରେ ପ୍ରକାଶିତ…