ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୪୫୨ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର-ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୪ ହଜାର ୪୫୨ କୋରୋନା ସଂକ୍ରମିତ । ଖୋଦ୍ଧା୍‌ର୍ ଜିଲ୍ଲାରୁ ସର୍ବାଝିକ ୧୦୦୩ , ସୁନ୍ଦରଗଡରୁ ୮୬୮, ସମ୍ବଲପୁରରୁ ୬୪୪, କଟକରୁ ୩୮୬, ଝାରସୁଗୁଡାରୁ ୩୨୬, ମୟୂରଭଞ୍ଜରୁ ୧୬୨, ବାଲେଶ୍ୱରରୁ ୧୦୦, କେନ୍ଦୁଝରରୁ ୯୯, ପୁରୀରୁ ୯୯, ଯାଜପୁରରୁ ୭୮,…

ଆମେରିକା: ପାକିସ୍ତାନୀ ବୈଜ୍ଞାନିକଙ୍କୁ ଛାଡ଼ିବା ଦାବିରେ ଚାରି ଲୋକଙ୍କୁ ବନ୍ଧକ ରଖିଥିବା ଦୃର୍ବୃତ୍ତ ନିହତ; ସବୁ…

ଓ୍ୱାଶିଂଟନ: ଆମେରିକାର ଟେକ୍ସାସରେ ଇହୁଦୀମାନଙ୍କ ଉପାସନା ସ୍ଥଳରେ ଚରିଜଣ ଲୋକଙ୍କୁ ବନ୍ଧକ ରଖିଥିବା ଜଣେ ବ୍ୟକ୍ତି ପୋଲିସ ଗୁଳିରେ ନିହତ ହୋଇଛି। ଟେକ୍ସାସ୍ ଗଭର୍ଣ୍ଣର ଗ୍ରେଗ ଆବଟ୍ଟ କହିଛନ୍ତି ଯେ ବନ୍ଧକ ରଖାଯାଇଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ଗତକାଲି…

ଭିସା ମାମଲାରେ ଜୋକୋଭିକଙ୍କୁ ଝଟକା, ଅଷ୍ଟ୍ରେଲିଆ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ କୋର୍ଟ

ମେଲବୋର୍ଣ୍ଣ: ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିକଙ୍କ ଅଷ୍ଟ୍ରେଲିଆନ ଓପନରେ ଖେଳିବା ସ୍ୱପ୍ନ ଧୂଳିସାତ ହୋଇଯାଇଛି। ଭିସା ରଦ୍ଦ ମାମଲାରେ ଏହି ସର୍ବିୟା ଷ୍ଟାରଙ୍କୁ ଅଷ୍ଟ୍ରେଲିଆର ଫେଡେରାଲ କୋର୍ଟରୁ ବଡ଼ ଝଟକା ଲାଗିଛି । ଭିସା ରଦ୍ଦ ମାମଲାରେ ତାଙ୍କ ଆବେଦନକୁ ଖାରଜ କରି…

ହ୍ୱିଲ ଚେୟାରରେ ୨୪ ଘଣ୍ଟାରେ ସର୍ବାଧିକ ଦୂରତା ଅତିକ୍ରମ କରି ବିଶ୍ୱ ରେକର୍ଡ କଲେ ଓଡିଆ ପୁଅ କମଳାକାନ୍ତ

ଭୁବନେଶ୍ୱର- ଓଡିଶାକୁ ଗୌରବାନ୍ୱିତ କଲେ ଦିବ୍ୟାଙ୍ଗ କମଳାକାନ୍ତ ନାୟକ । ହ୍ୱିଲ ଚେୟାରରେ ୨୪ ଘଣ୍ଟାରେ ସର୍ବାଧିକ ଦୂରତା ଅତିକ୍ରମ କରି ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛନ୍ତି କମଳାକାନ୍ତ । ୨୮ ବର୍ଷିୟ କମଳାକାନ୍ତ ହ୍ୱିଲ ଚେୟାରରେ ୨୪ ଘଣ୍ଟାରେ ୧୮୩ ଦଶମିକ ୫୪ କିଲୋମିଟର…