କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର, ଜିଲ୍ଲାପାଳଙ୍କ ପ୍ରସ୍ତୁତି ସମୀକ୍ଷା,…

ଛତ୍ରପୁର – କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ବିଭିନ୍ନ ବିଭାଗର ମୁଖ ପଦାଧିକାରୀଙ୍କ ସହ ଭିସି ଜରିଆରେ ଆଲୋଚନା କରିଛନ୍ତି । କୋଭିଡ ମୁକାବିଲା ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ଆଜି ବସିବ ବର୍ଷର ପ୍ରଥମ କ୍ୟାବିନେଟ, ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା

ଭୁବନେଶ୍ୱର - ଆଜି ବସିବ ଚଳିତ ବର୍ଷ ରାଜ୍ୟର ପ୍ରଥମ କ୍ୟାବିନେଟ ବୈଠକ । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ ବସିବାକୁ ଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଚଳିତ ସପ୍ତାହ ପରେ ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବା…

ଆମ ସ୍ୱାସ୍ଥ୍ୟ ପାଇଁ ଲବଙ୍ଗ ଏକ ଅମୋଘ ବାଣ

ରାତିରେ ଶୋଇବା ସମୟରେ ୨ ଟି ଲବଙ୍ଗ ଖାଇବା ଦ୍ଵାରା ଶରୀରରେ ହୋଇଥାଏ କିଛି ଏମିତି, ଯଦି ଆପଣ ବି ଖାଉଛନ୍ତି ଲବଙ୍ଗ ତ ନିଶ୍ଚୟ ଜାଣନ୍ତୁ ଆମ ରୋଷେଇ ଘରେ ଥିବା ମସଲା ଗୁଡିକର କୌଣସି ନା କୌଣସି ଔଷଧୀୟ ଗୁଣ ଅବଶ୍ୟ ରହିଛି । ସମସ୍ତ ମସଲା ଗୁଡିକ ଆମ ଶରୀର ପାଇଁ ଖୁବ ଉପଯୋଗୀ ହୋଇଥାନ୍ତି ଓ ଆମ…

ଗୀତା ମାହାତ୍ମ୍ୟ: ଶ୍ରେୟାନସ୍ବଧର୍ମୋ ବିଗୁଣ ପରଧର୍ମାତ ସ୍ୱନୁଷ୍ଠିତାନ। ସ୍ବଧର୍ମ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : - ଶ୍ରେୟାନସ୍ବଧର୍ମୋ ବିଗୁଣ ପରଧର୍ମାତ ସ୍ୱନୁଷ୍ଠିତାନ। ସ୍ବଧର୍ମ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ।। ହେ ଅର୍ଜ୍ଜୁନ ! ଉତ୍ତମ…

ଆନ୍ଧ୍ର- ଓଡ଼ିଶା ସୀମାରେ ମୃଦୁ ଭୂକମ୍ପ

ବ୍ରହ୍ମପୁର : ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ଶ୍ରୀକାକୁଲମ୍ ନିକଟରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ୧୨ରେ ୪.୪ ମାଗ୍ନିଚ୍ୟୁଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜି ଏହାକୁ ନିଶ୍ଚିତ କରିଛି। ପ୍ରାୟ ୫ ଥର ତଥା ୪/୫ ସେକଣ୍ଡ ଧରି ମୃଦୁ ଭୂକମ୍ପ ଅନୁଭୂତ…