ପଞ୍ଚାୟତ ନିର୍ବାଚନ ଫଳାଫଳ ଅପଡେଟ

ଭୁବନେଶ୍ୱର - ପଂଚାୟତ ନିର୍ବାଚନ ଫଳାଫଳ । ୮୫୧ଟି ଜିଲ୍ଲା ପରିଷଦ ଜୋନରୁ ୭୮୭ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି- ୭୦୩ , ବିଜେପି- ୪୦ ,କଂଗ୍ରେସ- ୩୭ ଓ ଅନ୍ୟ- ୭ରେ ଆଗୁଆ ରହିଛି ।

ପଞ୍ଚାୟତ ଫଇସଲାରେ ଶୋଚନୀୟ ପରାଜୟ ପରେ… ଧର୍ମନ୍ଦ୍ରେଙ୍କ ନେତୃତ୍ବ ଉପରେ ଉଠିଲା ପ୍ରଶ୍ନ, ଗେରୁଆ ଶିବିରରେ ଚାପା…

ଭୁବନେଶ୍ବର : ଶଙ୍ଖନାଦରେ ପଦ୍ମନାଡ ଭାଙ୍ଗି ଅତଳ ସାଗରରେ ରସାତଳଗାମୀ ହୋଇଯାଇଛି। ପୂର୍ବରୁ ଉତ୍ତର ଏବଂ ଦକ୍ଷିଣରେ ଅଭୂତପୂର୍ବ ସଫଳତା ପରେ ବର୍ତ୍ତମାନ ବିଜେପିର ଗଡ କୁହାଯାଉଥିବା ପଶ୍ଚିମ ଓଡିଶାରେ ବି ଶଙ୍ଖନାଦ ଶୁଭିଛି। ଚଳିତ ପଞ୍ଚାୟତ ନିର୍ବାଚନରେ ସାରା ଓଡିଶାର ଜନସାଧାରଣଙ୍କ ଠାରୁ…

କରୋନା ଅପଡେଟ୍: ଦୁଇ ମାସ ପରେ ୧୦ ହଜାରରୁ କମ୍ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନାର ତୃତୀୟ ଲହର ଶେଷ ହୋଇଆସୁଛି। ଦୁଇମାସ ପରେ ପ୍ରଥମ ଥର ପାଇଁ ଦେଶରେ ୧୦ ହଜାରରୁ କମ୍ କରୋନା ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୮,୦୧୩ ମାମଲା ଆସିଥିବା ବେଳେ ୧୧୯ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦିନକରେ ୧୬,୭୬୫ ଲୋକ…

ଦୁଇ ବର୍ଷ ପରେ ଖୋଲିଲା ପ୍ରାଥମିକ ସ୍କୁଲ

ଭୁବନେଶ୍ୱର : ଦୁଇ ବର୍ଷ ପରେ ଆଜି ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ । ଏହି ସପ୍ତାହରେ କେବଳ ପିଲାଙ୍କ ଆକ୍ଟିଭିଟି କ୍ଲାସ ହେବ । ଏହି ୬ ଦିନ ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ଆଦି ଆକ୍ଟିଭିଟି ମାଧ୍ୟମରେ ପିଲାଙ୍କୁ ସ୍କୁଲ ସହିତ ବାନ୍ଧି ରଖାଯିବ। ଆସନ୍ତା ସପ୍ତାହରୁ ସେମାନେ ପାଠ…

ପୌର ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର - ପୌର ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୨ରୁ ୭ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହୋଇପାରିବ । ୯ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ମାର୍ଚ୍ଚ ୨୪ରେ ଭୋଟ୍‌ ଗ୍ରହଣ ହେବ । ୨୬ରେ ଭୋଟ ଗଣତି କରାଯିବ । ଏଥର ପ୍ରଥମ ଥର ପାଇଁ ଅଧ୍ୟକ୍ଷ-ମେୟର ସିଧାସଳଖ…