ବାତ୍ୟା ଦୃଷ୍ଟିରୁ ଆଉ କିଛି ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର – ବାତ୍ୟା ଦୃଷ୍ଟିରୁ କିଛି ରୁଟ୍‌ରେ ଟ୍ରେନ୍ ଚଳାଚଳ ବାତିଲ କରିଛି ପୂର୍ବତଟ ରେଳପଥ । ଆଜି ଓ ଆସନ୍ତାକାଲି ପାଇଁ ଟ୍ରେନ ବାତିଲ କରାଯାଇଛି । ଆଜି ୩୬ ଓ ଆସନ୍ତାକାଲି ୩୮ଟି ଟ୍ରେନ ବାତିଲ କରାଯାଇଛି ।

ଭାରତୀୟ ନୌସନା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ଆଜି ହେଉଛି ଭାରତୀୟ ନୌସେନା ଦିବସ । ଏହି ଅବସରରେ ଭାରତୀୟ ନୌସେନାର ସାହସୀ ଯବାନ ଓ ସେମାନଙ୍କ ପରିବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ସାମୁଦ୍ରିକ ସୀମାର ସୁରକ୍ଷା ପାଇଁ ନୌସେନା ଯବାନଙ୍କ ଅଦମ୍ୟ ସାହସ, ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବକୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ…

ବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲାରେ ବର୍ଷା ଜାରି, ୬୮୮ ଜଣ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାନାନ୍ତର

ଭୁବନେଶ୍ୱର- ବାତ୍ୟା ଜୱାଦ ପ୍ରଭାବରେ ପୁରୀରେ ବର୍ଷା ଜାରି ରହିଛି । ଜିଲ୍ଲାର ୬ଟି ବ୍ଲକରେ ଏବେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ପବନ ବହୁଛି । ଜିଲ୍ଲାରେ ଏ ଯାଏଁ ୬୮୮ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ଏମାନଙ୍କ ମଧ୍ୟରେ ୧୪ ଗର୍ଭବତୀ ଅଛନ୍ତି । କୃଷ୍ଣପ୍ରସାଦ ଘାଟରେ…

ସମୁଦ୍ର ଭିତରେ ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ : ଏ ଯାଏଁ ପାରାଦୀପରେ ସର୍ବାଧିକ ବର୍ଷା

ଭୁବନେଶ୍ୱର- ବାତ୍ୟା ଜୱାଦ ସମୁଦ୍ର ଭିତରେ ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଗତି କରୁଛି । ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ କହିଛି । ପୁରୀ ଜିଲ୍ଲାରେ ଆସନ୍ତାକାଲି ଲ୍ୟାଣ୍ଡଫଲ୍ କରିବା ଜୱାଦ । ବାତ୍ୟା ଦୃଷ୍ଟିରୁ ପୁରୀ ଓ ଗୋପାଳପୁର ବନ୍ଦରରେ ୭…

ସ୍ଥଳଭାଗ ଆଡେ ମୁହାଁଉଛି ବାତ୍ୟା, ଚାରଟି ଜିଲ୍ଲାକୁ ୨୪ ଘଣ୍ଟା ପାଇଁ ରେଡ୍ ଆଲର୍ଟ

ଭୁବନେଶ୍ୱର- ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇ ବାତ୍ୟା ଜୱାଦ ସ୍ଥଳଭାଗ ମୁହାଁ ହୋଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରୁ ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଜିଲ୍ଲା ଉପକୂଳ ନିକଟରେ ପହଂଚି ପଶ୍ଚିମବଙ୍ଗ…