କର୍ଣ୍ଣାଟକ ମେଡିକାଲ କଲେଜ୍‌ କରୋନା ହଟସ୍ପଟ୍, ଆଉ ୭୭ ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୨୮୧କୁ ବୃଦ୍ଧି

ବେଙ୍ଗାଲୁରୁ:କର୍ଣ୍ଣାଟକର ଏକ ମେଡିକାଲ କଲେଜରେ ଅନେକ ଲୋକଙ୍କୁ କରୋନା ପଜିଟିଭ୍ ହୋଇଛନ୍ତି | ସୂଚନା ଅନୁଯାୟୀ, ଧରୱାଡର ଏକ ମେଡିକାଲ କଲେଜରେ କରୋନା ରୋଗର ଆହୁରି ୭୭ଟି ପଜିଟିଭ୍ ମାମଲା ରିପୋର୍ଟ ହୋଇଛି । ଏଥିସହ ଏହି ମେଡିକାଲ କଲେଜରେ ମୋଟ ମାମଲା ୨୮୧କୁ ବୃଦ୍ଧି ପାଇଛି। ଧରୱାଡ ସ୍ଥିତ…

ଆୟ ବହିର୍ଭୂତ ସଂପତ୍ତି ମାମଲାରେ ବନ୍ଧା ହେଲେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ

ବାରିପଦା - ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରି ଅନେକ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କରିଥିଲା । ଆଜି ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ । ଗତ ଦୁଇ ଦିନ…

କୋରୋନାର ନୂଆ ଭାରିଆଂଟ୍ ନେଇ ଚିନ୍ତା, ଖୁବ୍ ଶୀଘ୍ର ଆସିବ ଗାଇଡଲାଇନ୍‌

ଭୁବନେଶ୍ୱର - ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋରୋନାର ନୂଆ ଭାରିଆଂଟ ନେଇ ବିଶ୍ୱବ୍ୟାପୀ ଚିନ୍ତା ପ୍ରକାଶ ପାଇଛି । ଏହି ନୂଆ ଭାରିଆଂଟର ନାନ ଓମିକ୍ରନ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହି ଭାରିଆଂଟ ନେଇ ରାଜ୍ୟରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି । ସନ୍ଦିଗ୍ଧ ଓ ସଂକ୍ରମିତ ଦେଶରୁ…

ଦେଢ କୋଟିରୁ ଅଧିକ ଲୋକ ନେଲେଣି ଦୁଇ ଡୋଜ କୋଭିଡ ଟିକା, ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ସାବାସୀ ଦେଲେ ନବୀନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସ୍ଥାପନ ହୋଇଛି । ରାଜ୍ୟରେ ଦେଢ କୋଟିରୁ ଅଧିକ ଯୋଗ୍ୟ ଲୋକଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ଅର୍ଥାତ ସେମାନେ ଟିକାର ଦୁଇଟିଯାକ ଡୋଜ୍ ନେଇସାରିଛନ୍ତି । ଏହି ସଫଳତାରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।…