କରୋନା ଅପଡେଟ୍: ଦେଶରେ ଆଉ ୮୯୫୪ ସଂକ୍ରମିତ ଚିହ୍ନଟ, ଲକ୍ଷେ ତଳକୁ ଖସିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ବିପଦ ମଧ୍ୟରେ ଆଜି ସମଗ୍ର ଦେଶରେ ପ୍ରାୟ ୯ ହଜାର କରୋନା ମାମଲା ସାମ୍ନାକୁ ଆସିଛି । ​​କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ୨୬୭ ରୋଗୀଙ୍କର…

ବଙ୍ଗୋମୁଣ୍ଡା ଆଇଆଇସିଙ୍କଠାରୁ ପ୍ରାୟ ୬ ଲକ୍ଷ ଟଙ୍କା ଜବତ

ବଙ୍ଗୋମୁଣ୍ଡା – ଭିଜିଲାନ୍ସ ଜାଲରେ ଧରାପଡିଥିବା ବଙ୍ଗୋମୁଣ୍ଡା ଆଇଆଇସି ବିନୋଦ ବିହାରୀ ନାୟକଙ୍କ ଘରୁ ୩ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ଗତକାଲି ଆଇଆଇସିଙ୍କୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ସହ ଧରିଥିଲା ଭିଜିଲାନ୍ସ । ଚଢାଉରେ ଏ ଯାବତ ମୋଟ ୫ ଲକ୍ଷ ୮୬ ହଜାର ଟଙ୍କା ଜବତ ହୋଇଛି । ଆଜି…

ଏଲପିଜି ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ଉପରେ ଦରବୃଦ୍ଧିର ପ୍ରଭାବ ବଢ଼ିବାରେ ଲାଗିଛି | ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପୁଣି ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି | ଆଜିଠାରୁ ଗ୍ୟାସ୍ ସିଲିଣ୍ଡର ୧୦୦ ଟଙ୍କା ମହଙ୍ଗା ହୋଇଛି | ଗତ ମାସରେ ସିଲିଣ୍ଡର ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି ହୋଇଥିଲା…

‘ଓମିକ୍ରନ୍’ ଭୟ: ଆଜିଠାରୁ ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ଲାଗୁ ହେବ ନୂଆ ଗାଇଡ ଲାଇନ୍, ‘ଏୟାର…

ନୂଆଦିଲ୍ଲୀ: କରୋନା ଜୀବାଣୁ 'ଓମିକ୍ରନ୍'ର ନୂଆ ଭାରିଆଣ୍ଟ ବିପଦକୁ ଦୃଷ୍ଟିରେ ରଖି ଭାରତରେ ଆଜିଠାରୁ ବିମାନ ଯାତ୍ରା ସମ୍ପର୍କିତ ନୂଆ ଗାଇଡ ଲାଇନ୍ ଲାଗୁ ହେବ । ହାଇ ରିସ୍କ ଦେଶରୁ ଭାରତ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସରକାର ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାକୁ କଡାକଡି ଭାବେ…