କରୋନା ଅପଡେଟ୍: ଦେଶରେ ଆଉ ୯,୨୧୬ ନୂଆ ମାମଲା, ୩୯୧ ମୃତ

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ ବିପଦ ମଧ୍ୟରେ ଦେଶରେ ପୁଣି କରୋନା ଗ୍ରାଫ୍ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୯,୨୧୬ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ୩୯୧ ରୋଗୀଙ୍କ ମୃତ୍ୟୁ ହୋଇଛି। ବଡ କଥା ହେଉଛି ଓମିକ୍ରନ୍ ଦେଶରେ ପାଦ ଥାପିସାରିଛି। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ…

ଦିଲ୍ଲୀ ପ୍ରଦୂଷଣ: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଟାସ୍କ ଫୋର୍ସ ଗଠିତ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ…

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ କେନ୍ଦ୍ର ସରକାର କହିଛନ୍ତି ଯେ ବିଷାକ୍ତ ବାୟୁକୁ ରୋକିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ସୁପ୍ରିମକୋର୍ଟରେ ଦେଇଥିବା ସତ୍ୟପାଠରେ ସରକାର କହିଛନ୍ତି ଯେ ୧୭ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ମଧ୍ୟ…