ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ

ନୟାଗଡ- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ନୟାଗଡ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ । ଜୟନ୍ତଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି । ଓଡଗାଁ ସ୍ଥିତ ଘର, ନୟାଗଡ ସହରରେ ଥିବା ଘର, ବିରୁଡ…

ଓମିକ୍ରନ୍ ଭୟ: ତାମିଲନାଡୁରେ ଟିକା ନେଇନଥିବା ଲୋକଙ୍କୁ ହୋଟେଲ, ମଲ୍ ମନା

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ ବିପଦ ମଧ୍ୟରେ ସବୁ ରାଜ୍ୟ ପୁଣି କଟକଣା କଡ଼ାକଡ଼ି କରିଛନ୍ତି । ତାମିଲନାଡୁର ମଦୁରାଇରେ କରୋନା ଟିକା ନେଇ ନଥିଲେ ହୋଟେଲ ଏବଂ ମଲ୍ ସହ ସର୍ବସାଧାରଣ ସ୍ଥାନରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଲୋକଙ୍କୁ ଟିକା ନେବା ପାଇଁ ଏକ ସପ୍ତାହ ସମୟ ଦିଆଯାଇଛି |…

ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ବଦାନ୍ୟତା,ପେନସନ୍ ରାଶିରେ ସମାଜସେବା ପାଇଁ ଟ୍ରଷ୍ଟ ଗଠନ

ସମ୍ବଲପୁର : ଲୋକଙ୍କ ସମର୍ଥନରେ ବିଧାୟିକା ହୋଇଥିଲି । ତେଣୁ , ପୂର୍ବତନ ବିଧାୟିକା ଭାବେ ମିଳୁଥିବା ପେନସନରେ ମୋର ଅଧିକାର ନାହିଁ । ଏହି ଅର୍ଥରେ ଏକ ଟ୍ରଷ୍ଟ ଗଠନ କରି ଅବହେଳିତଙ୍କ ସେବା ବିଶେଷ କରି ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଗରିବଙ୍କୁ ସହାୟତା କରାଯିବ । ଆଉ ଭବିଷ୍ୟତରେ…