RS adjourned till 2 p.m.

New Delhi:  The Rajya Sabha was adjourned till 2 p.m. on Tuesday after the opposition demanded the revocation of suspension of 12 MPs from the House. Leader of Opposition Mallikarjun Kharge raised the issue following a protest.…

ଓମିକ୍ରନ ନେଇ ଭୟ କରିବା ଆବଶ୍ୟକ ନାହିଁ : ଡିଏମଇଟି

ଭୁବନେଶ୍ୱର- ଓମିକ୍ରନକୁ ନେଇ ଭୟଭୀତ ହେବା ଦରକାର ନାହିଁ ବୋଲି ଡିଏମଇଟି ରମାରମଣ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରୁ ୨୪୬ ନମୁନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି । ଏସବୁ ନମୁନା ବୁର୍ଲା, ମୟୂରଭଞ୍ଜ ସମେତ ବିଭିନ୍ନ କ୍ଲଷ୍ଟରର ପଜିଟିଭ ନମୁନା । କୌଣସି ବିଦେଶ ଫେରନ୍ତା…

ବିଧାନସଭାରେ ଅଚଳାବସ୍ଥା ଜାରି, ବିଜେଡି କହିଲା, ‘ ବିରୋଧୀଙ୍କୁ ସଦବୁଦ୍ଧି ଦିଅନ୍ତୁ ଜଗନ୍ନାଥ ‘

ଭୁବନେଶ୍ୱର – ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ଗୃହ । ଶୀତକାଳୀନ ଅଧିବେଶନର ଷଷ୍ଠ ଦିନରେ ବି ସମାନ ଅବସ୍ଥା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ମମିତା ମେହେର ହତ୍ୟା ମାମଲାରେ ବିରୋଧୀ ଦଳ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ଗୃହ ଅଚଳ…