କଟକ ରେଳ ଷ୍ଟେସନରୁ ଯବାନ ନିଖୋଜ

କଟକ- କଟକ ରେଳ ଷ୍ଟେସନରୁ ଜଣେ ସେନା ଯବାନ ନିଖୋଜ ହୋଇଯାଇଛନ୍ତି । ଏ ନେଇ ସେନା ପକ୍ଷର ରେଳବାଇ ପୋଲିସ ଥାନାରେ ଏତଲା ଦିଆଯାଇଛି । ନିଖୋଜ ଯବାନ ହେଉଛନ୍ତି କର୍ଣ୍ଣାଟକର ଟେନଜିନ୍ ଗୱା । ଚୌଦ୍ୱାର ଚାରବାଟିଆରେ ଆୟୋଜିତ ହେଉଥିବା ଏକ ସେନା ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ୧୫୦ ଜଣ ଯବାନ…

ଏଣିକି ଗାଁ ପୋଖରୀ ଦାୟିତ୍ୱ ନେବେ ସ୍ୱୟଂ ସହାୟିକା ଗୋଷ୍ଠୀ

ଭୁବନେଶ୍ୱର – ରାଜ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅଧିକ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଆସୁଛନ୍ତି । ଏବେ ଗାଁ ପୋଖରୀ ଦାୟିତ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଭିସି ଯୋଗେ ମଙ୍ଗଳବାର ସଂଧ୍ୟା ସାଢେ ୬ରେ…

କୋଭିଡ୍ ଟିକାକରଣର ଅଗ୍ରଦୂତ: ବୁଝାସୁଝା କରି ଆଦିବାସୀ, ବସ୍ତିବାସିନ୍ଦାଙ୍କ କରୁଛନ୍ତି ଟିକାକରଣ

ପାରଳାଖେମୁଣ୍ଡି: ଦେଶରେ ଓମିକ୍ରୋନ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହ କରୋନା ତୃତୀୟ ଲହର ଆଶଙ୍କା କ୍ରମେ ଅଧିକ ହେବାରେ ଲାଗିଛି। ଏହାର ମୁକାବିଲା ପାଇଁ ସବୁସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ସରକାର ତଥା ରାଜ୍ୟର…

ବିଶ୍ୱ ଦିବ୍ୟ ଜୀବନ ସଂଘ ପୁରୀ ଶାଖାର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ

ବିଶ୍ୱ ଦିବ୍ୟ ଜୀବନ ସଂଘ ପୁରୀ ଶାଖାର ୪୧ ତମ ପ୍ରତିଷ୍ଠା ଦିବସ ପୁରୀ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ଭବ୍ୟ ଆଧ୍ୟାତ୍ମିକ ସତସଙ୍ଗ କାର୍ଯ୍ୟକ୍ରମ ଦିବସ ବ୍ୟାପି ଶାଖା ଆଶ୍ରମରେ ଅନୁଷ୍ଠିତ ହୋଇଥିଲା। ପୁରୀ କଚେରୀ ରୋଡ଼ ସ୍ଥିତ ଦିବ୍ୟ ଜୀବନ ସଂଘ ପୁରୀ ଶାଖା…

ସାରା ରାଜ୍ୟରେ ଆଜି ପାଳିତ ହେଉଛି ‘କୁରାଳ ପଞ୍ଚମୀ’ ପର୍ବ

ସାରା ରାଜ୍ୟରେ ଆଜି ପାଳିତ ହେଉଛି ‘କୁରାଳ ପଞ୍ଚମୀ’ ପର୍ବ । ଆଜିଠାରୁ ଦୀର୍ଘ ୫ ଦିନ ଧରି କଞ୍ଚାହାଣ୍ଡି କି ଗଢା ମାଟିକୁ ସ୍ପର୍ଶ କରିବେନି କୁମ୍ଭାର ପରିବାର। ଏହି ସମୟରେ ଶ୍ରୀମନ୍ଦିରକୁ ବନ୍ଦ ରହିବ ମହାପ୍ରସାଦ ପ୍ରସ୍ତୁତ ପାଇଁ ଆବଶ୍ୟକ ହେଉଥିବା ମାଟି କୁଡୁଆ ଯୋଗାଣ। ମାର୍ଗଶିର ମାସ…