ଜୁନିଅର ବିଶ୍ୱକପ୍ ହକିରେ ଜର୍ମାନୀ-ଆର୍ଜେଣ୍ଟିନା ଟାଇଟଲ ଲଢେଇ, ତୃତୀୟ ସ୍ଥାନ ପାଇଁ ଫ୍ରାନ୍ସ ବିପକ୍ଷରେ ଖେଳିବ ଭାରତ

ଭୁବନେଶ୍ୱର – କଳିଙ୍ଗ ହକି ଷ୍ଟାଡିୟମରେ ଗତମାସ ୨୪ତାରିଖରୁ ଚାଲିଥିବା ଜୁନିଅର ବିଶ୍ୱକପ୍ ହକିର ଆଜି ଶେଷ ଦିନରେ ହେବ ଟାଇଟଲ ଲଢେଇ । ଫାଇନାଲରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଂଟ ଇତିହାସର ସବୁଠୁ ସଫଳ ଟିମ୍ ଜର୍ମାନୀ ଓ ଆର୍ଜେଣ୍ଟିନା । ସେମିଫାଇନାଲରେ ଆର୍ଜେଂଟିନା ଫ୍ରାନ୍ସକୁ…

ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର –ଗଭୀର ଅବପାତରେ ପରିଣତ ହୋଇଥିବା ବାତ୍ୟା ଜୱାଦ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ଲାଗି ରହିଛି । ପବନର ବେଗ କମ୍ ରହିଥିବା ବେଳେ ବର୍ଷା ଲାଗି ରହିଛି । ତେବେ ଆଜି ପାଇଁ ରାଜ୍ୟର ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ…

ଗଭୀର ଅବପାତରେ ପରିଣତ ହେଲା ବାତ୍ୟା,ମଧ୍ୟାହ୍ନରେ ଅବପାତ ହୋଇ ପୁରୀ ଉପକୂଳ ଛୁଇଁବ, ଉପକୂଳ ଓଡିଶାରେ ବର୍ଷା ଜାରି

ଭୁବନେଶ୍ୱର-ଦୁର୍ବଳ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଜୱାଦ । ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା । ଆଜି ଏହା ଆହୁରି ଦୁର୍ବଳ ହୋଇ ଅବପାତ ରୂପେ ପୁରୀ ଉପକୂଳ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ମଧ୍ୟାହ୍ନ ସୁଦ୍ଧା ଅବପାତରେ ପରିଣତ ହୋଇ ବାତ୍ୟା ପୁରୀର…

ଶ୍ରୀମନ୍ଦିରରେ ଦେବଦୀପାବଳିର ତୃତୀୟ ତଥା ଅନ୍ତିମ ଦିବସ, ଆଜି ମହାପ୍ରଭୁ ଦେବକୀ, ବସୁଦେବ ସମେତ ମହାରାଜା…

ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିଠାରୁ ଶୁକ୍ଳ ପ୍ରତିପଦ ତିଥି ପର୍ଯ୍ଯନ୍ତ ତିନିଦିନ ବ୍ଯାପୀ ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ ପାଳିତ ହୋଇଥାଏ। ଆଜି ଶୁକ୍ଳପକ୍ଷ ପ୍ରତିପଦା ତିଥି। ଦେବ ଦୀପାବଳି ର ଅନ୍ତିମ ପର୍ବ। ଶ୍ରୀମନ୍ଦିରରେ ଏହି ଦୀପାବଳି ଉତ୍ସବରେ ଶ୍ରୀଜଗନ୍ନାଥଙ୍କ…

ଗୀତା ମାହାତ୍ମ୍ୟ: ନ କର୍ମଣା ମନାରମ୍ଭା ନୈଷ୍କର୍ମମ ପୁରୁଷୋହଷ୍ଣୁତେ । ନ ଚ ସନ୍ୟାସନା ଦେବ ସିଦ୍ଧିମ ସମଧିଗଛତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : - ନ କର୍ମଣା ମନାରମ୍ଭା ନୈଷ୍କର୍ମମ ପୁରୁଷୋହଷ୍ଣୁତେ । ନ ଚ ସନ୍ୟାସନା ଦେବ ସିଦ୍ଧିମ ସମଧିଗଛତି।। ହେ ଅର୍ଜୁନ ! ମନୁଷ୍ୟ…