ଜୁନିଅର ବିଶ୍ୱକପ୍ ହକି : ସେମିଫାଇନାଲରେ ଜର୍ମାନୀ ଓ ଆର୍ଜେଂଟିନା

ଭୁବନେଶ୍ୱର- ଜୁନିଅର ବିଶ୍ୱକପ୍ ହକିରେ ଜର୍ମାନୀ ଓ ଆର୍ଜେଂଟିନା ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ କ୍ୱାର୍ଟର ଫାଇନାଲରେ ଜର୍ମାନୀ ,ସ୍ପେନକୁ ପେନାଲଟି ସୁଟଆଉଟରେ ୩-୧ ଗୋଲରେ ପରାସ୍ତ କରିଥିଲା । ଦୁଇ ଦଳ ମଧ୍ୟରେ ନିର୍ଦ୍ଧାରିତ ସମୟର ସ୍କୋର ୨-୨…

ଓମିକ୍ରନ ଆଶଙ୍କା ପରିପ୍ରେକ୍ଷୀରେ ସଂଧ୍ୟାରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଜି ସଂଧ୍ୟା ସାଢେ ୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସମୀକ୍ଷା କରିବେ । କୋଭିଡର ନୂଆ ଭୂତାଣୁ ଓମିକ୍ରନ ସଂକ୍ରମଣ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଏହାର ମୁକାବିଲା କିଭଳି କରାଯିବ, ସେ ନେଇ ଆଲୋଚନାରେ କରିବେ ମୁଖ୍ୟମନ୍ତ୍ରୀ । ଓମିକ୍ରନକୁ ନେଇ ସତର୍କ ରହିବାକୁ…

ଓମିକ୍ରନ୍ ପ୍ରଭାବ: ଡିସେମ୍ବର ୧୫ରୁ ଆରମ୍ଭ ହେବନି ଅନ୍ତର୍ଜାତୀୟ ବିମାନ ଉଡାଣ, ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ

ନୂଆଦିଲ୍ଲୀ: ଡିସେମ୍ବର ୧୫ ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ | ହେଲେ କରୋନାର ନୂଆ ଭାରିଆଣ୍ଟ ଭୟ ମଧ୍ୟରେ ଏହାକୁ ଟାଳି ଦିଆଯାଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ଯେ ଅନ୍ତର୍ଜାତୀୟ ବିମାନ ଉଡାଣ ପୁନଃ ଆରମ୍ଭ ନେଇ…