ଜୁନିୟର ମହିଳା ବିଶ୍ୱକପ୍ ହକି ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ଦୁଇ ଖେଳାଳି

ଭୁବନେଶ୍ୱର- ଜୁନିୟର ମହିଳା ବିଶ୍ୱକପ୍ ହକି ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଓଡିଶାର ଦୁଇ ଜଣ ଖେଳାଳି । ୧୮ ଜଣିଆ ଦଳରେ ଓଡିଶାର ଅଜମିନା କୁଜୁର ଓ ଜିୱାନ କିଶୋରୀ ଟପ୍ପୋ ସ୍ଥାନ ପାଇଛନ୍ତି । ଡିସେମ୍ବର ୬ରୁ ଦକ୍ଷିଣ ଆଫ୍ରିକାରେ ଏହି ଟୁର୍ଣ୍ଣାମେଂଟ ଖେଳାଯିବ । ଭାରତୀୟ ଦଳର…

ବିଜେଡି ତରଫରୁ ଧରତୀ ଆବାଙ୍କୁ ଶ୍ରଦ୍ଧାଞ୍ଜଳି

ବୀର ବିର୍ସା ମୁଣ୍ଡା ଙ୍କ 146 ତମ ଜନ୍ମ ଜୟନ୍ତୀ ସମ୍ବଲପୁର: ଆଜି ବିଜେଡ଼ି ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଧରତୀ ଆବା ବୀର ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଏଥିରେ ପୂର୍ବତନ ବିଧାୟିକା ତଥା ବିଜେଡି ସାଧାରଣ ସଂପାଦିକା ଡ଼ା ରାସେଶ୍ୱରୀ ପାଣିଗ୍ରାହୀ,…

ନାବାଳିକାକୁ ୬ ମାସରେ ୪୦୦ ଲୋକଙ୍କ ବଳାତ୍କାର, ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ପୋଲିସ୍ କର୍ମଚାରୀ

ମୁମ୍ବାଇ: ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଜଣେ ନାବାଳିକାକୁ ଗତ ୬ ମାସରେ ୪୦୦ ଲୋକ ବଳାତ୍କାର କରିଥିବା ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି। ପୀଡିତା ନାବାଳିକାର ବୟସ ୧୬ ବର୍ଷ ଏବଂ ଘର ଲୋକ ପିଲାଦିନରୁ ହିଁ ତା'ର ବିବାହ କରିଦେଇଥିଲେ | ଜଣେ ପୋଲିସ କର୍ମଚାରୀ ମଧ୍ୟ ଏହି ନାବାଳିକାର ଯୌନ ଶୋଷଣ…