ରାଜ୍ୟରେ ୫ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ କମିବାରେ ଲାଗିଛି । ୫ ହଜାର ତଳକୁ ଖସିଛି ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୪ ହଜାର ୮୪୨ ନୂଆ ପଜିଟିଭ । ସଙ୍ଗରୋଧରୁ ୨ ହଜାର ୮୦୯ ଏବଂ ସ୍ଥାନୀୟ ଅଂଚଳରୁ ୨ ହଜାର ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୬୭୧ ଜଣ…

ବିଏମସିର ୬୭ଟି ମଧ୍ୟରୁ ୩୮ଟି ୱାର୍ଡ ସଂରକ୍ଷିତ, ମେୟର ହେବେ ଜଣେ ମହିଳା, ସିଏମସିର ମେୟର ପଦବୀ ଅଣସଂରକ୍ଷିତ

ଭୁବନେଶ୍ୱର- ପୌର ନିର୍ବାଚନ ପାଇଁ ଭୁବନେଶ୍ୱର ଓ କଟକ ମହାନଗର ନିଗମ ପାଇଁ ମଧ୍ୟ ଚୂଡାନ୍ତ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱରରେ ୬୭ଟି ୱାର୍ଡରେ ନିର୍ବାଚନ ହେବ । ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ବିଏମସିର ୬୭ଟି ୱାର୍ଡରୁ…

ମହିଳା ଏସିଆ କପ୍ ହକିରେ କାଂସ୍ୟ ବିଜେତା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓମାନର ମସ୍କାଟଠାରେ ଚାଲିଥିବୀ ମହିଳା ଏସିଆକ କପ୍ ହକିରେ ଭାରତୀୟୟ ଦଳ , ଚୀନକୁ ୨-୦ ଗୋଲରେ ହରାଇ କାଂସ୍ୟ ପଦକ ହାସଲ କରିଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଚମତ୍କାର ପ୍ରଦର୍ଶନ ସହ ଦେଶ ପାଇଁ ଭାରତୀୟ ଦଳ…

ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ସଂରକ୍ଷଣ ଚୂଡାନ୍ତ ତାଲିକା : ୪୨ଟି ୱାର୍ଡରୁ ୨୩ଟି ସଂରକ୍ଷିତ, ମହିଳାଙ୍କ ପାଇଁ ମେୟର…

ବ୍ରହ୍ମପୁର – ପୌର ନିର୍ବାଚନ ପାଇଁ ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ପୁନର୍ଗଠନ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବ୍ରହ୍ମପୁର ମନାହନଗର ନିଗମକୁ ଏଥର ୪୨ଟି ୱାର୍ଡରେ ବିଭକ୍ତ କରାଯାଇଛି । ସମସ୍ତ ଆପତ୍ତି ଅଭିଯୋଗ ଓ…