ରାଜ୍ୟରେ ଆଉ ୩୫୧ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳେ ହିଁ ରହିବା ଜାରି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୦୭ ଓ ସ୍ଥାନୀୟ ଅଂଚଳରୁ ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୪୫ ଜଣ ଶିଶୁ ଓ କିଶୋର ଅଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଶୁୁଭେଚ୍ଛା, ସାବଧାନତା ଓ ସତର୍କତାର ସହ ଉତ୍ସବ ପାଳିବାକୁ ଆହ୍ୱାନ

ଭୁବନେଶ୍ୱର- ଆଲୋକର ପର୍ବ ପବିତ୍ର ଦୀପାବଳୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାବଧାନତା ଓ ସତର୍କତା ବଜାୟ ରଖି ଉତ୍ସବରେ ସାମିଲ ହେବା ପାଇଁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଲୋକର ପର୍ବ ଦୀପାବଳୀ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି…

ଆମ ସଂସ୍କୃତିରେ ଦୀପର ପର୍ବ ଦୀପାବଳୀ

ଲେଖକ: ହରିଶଙ୍କର ମିଶ୍ର ଆମ ସଂସ୍କୃତିରେ ଦୀପର ପର୍ବ ଦୀପାବଳୀ। କାର୍ତ୍ତିକ ମାସର ଅମାବାସ୍ଯାକୁ ଦୀପାବଳୀ ଅମାବାସ୍ଯା କୁହାଯାଏ। କେହି କେହି ଏହାକୁ ଆଲୋକର ପର୍ବ କୁହନ୍ତି । ଉତ୍ତର ଭାରତରେ ଏହାକୁ ଲକ୍ଷ୍ମୀଙ୍କ ଜନ୍ମୋତ୍ସଵ ଭାବେ ପାଳନ କରାଯାଏ କିନ୍ତୁ ପୂର୍ବ ଭାରତରେ ଏହିଦିନ କାଳୀପୂଜା…

କାଳୀ କରାଳ ବଦନା

ଲେଖକ: ଗୁରୁ ଚରଣ ଦାସ ଆଜି ପବିତ୍ର ଦୀପାବଳି। ସମଗ୍ର ପୃଥିବୀରେ ଆନନ୍ଦ ଉଲ୍ଲାସର ବାତାବରଣ। ଆଲୋକ ମାଳାରେ ଉଦ୍ଭଷିତ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ପ୍ରତି କୋଣ ଅନୁକୋଣ। ଏହା ସହିତ ପାଳନ କରାଯାଉଛି ମାଆ ଭଵତାରିଣୀ କାଳୀପୂଜା। ବିଶେଷ କରି ଓଡିଶା, ବେଙ୍ଗଲ, ଆସାମ ଓ ବିହାରରେ ଏହା…

ଟି-୨୦ ବିଶ୍ୱକପରେ ଭାରତର ପ୍ରଥମ ବିଜୟ, ଆଫଗାନିସ୍ତାନକୁ ୬୬ ରନରେ ହରାଇଲା

ଆବୁଧାବି: ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଟି୨୦ ବିଶ୍ୱକପରେ ଭାରତ ଶେଷରେ ବିଜୟ ଖାତା ଖୋଲିଛି । ଭାରତର ବ୍ୟାଟର ନିଜ ଲୟ ଫେରି ପାଇଥିବା ବେଳେ ଭାରତ ବୁଧବାର ଏଠାରେ ଅନୁଷ୍ଠିତ ଏକ ସୁପର-୧୨ ମ୍ୟାଚରେ ଆଫଗାନିସ୍ତାନକୁ ୬୬ ରନରେ ହରାଇ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି ।…