ପେଗାସସ୍ ନିର୍ମାତା ଏନ୍ଏସ୍ଓ ଗ୍ରୁପକୁ କଳା ତାଲିକାଭୁକ୍ତ କଲା ଆମେରିକା

ଓ୍ୱାଶିଂଟନ: ଏକ ବଡ଼ ନିଷ୍ପତ୍ତି କ୍ରମେ ଆମେରିକା ବିବାଦୀୟ ପେଗାସସ୍ ସ୍ପାଏୱେର୍ ନିର୍ମାତା ଇସ୍ରାଏଲର ଏନ୍ଏସ୍ଓ ଗ୍ରୁପକୁ କଳା ତାଲିକାଭୁକ୍ତ କରିଛି। ଗତ କିଛି ଦିନ ହେବ ଗୁପ୍ତଚର କାର୍ଯ୍ୟକୁ ନେଇ ଇସ୍ରାଏଲର ଏନ୍ଏସ୍ଓ ଗ୍ରୁପ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ଆମେରିକା ସରକାର କହିଛନ୍ତି ଯେ…

ଦୀପାବଳୀ ପାଇଁ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି

ପୁରୀ - ଦୀପାବଳୀ ପାଇଁ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି ହୋଇଛି । ସିଂହଦ୍ୱାର ଓ ମନ୍ଦିର ଚାରିପଟେ ଜନସମାଗମକୁ ଏଡାଇବା ପାଇଁ ଜାରି ହୋଇଛି ନିଷେଧାଦେଶ । ଭୋର୍ ୪ଟାରୁ ଜାରି ହୋଇଛି ୧୪୪ ଧାରା । ମଧ୍ୟରାତ୍ର ଯାଏଁ ଏହି କଟକଣା ବଳବତ୍ତର ରହିବ । କାଉଁରିଆ କାଠ ଜାଳିବା ବେଳେ ପ୍ରବଳ ଭିଡ,…

ଜୁନିଅର ବିଶ୍ୱକପ୍ ହକିର ଲାଇଭ ମ୍ୟାଚ୍ ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଏମସି ଲଗାଇବ ବଡ ସ୍କ୍ରିନ୍‌

ଭୁବନେଶ୍ୱର- ଏହିମାସ ୨୪ ତାରିଖରୁ ଡିସେମ୍ବର ୫ ତାରିଖ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିଅର ବିଶ୍ୱକପ୍ ହକି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ମ୍ୟାଚ ଖେଳାଯିବ । କିନ୍ତୁ କୋରୋନା ପାଇଁ ଷ୍ଟାଡିୟମ ଭିତରେ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ଅନୁମତି ଦିଆଯିବ ନାହିଁ । କିନ୍ତୁ…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବରଗଡ- ବରଗଡ ଜିଲ୍ଲା ଘେଁସ ରେଞ୍ଜ୍‌ରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିଲା ବେଳେ କ୍ରାଇମବ୍ରାଂଚ୍ ଏସଟିଏଫ ଓ ବନବିଭାଗର ମିଳିତ ଚଢାଉ ହୋଇଥିଲା । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି ।

CM Naveen Patnaik Greets People on Diwali

Bhubaneswar: Odisha Chief Minister Naveen Patnaik has greeted the people of the State on the auspicious occasion of ‘Diwali’ festival on Thursday. ମା' କାଳୀଙ୍କ ପୂଜା ଓ ଦୀପାବଳିର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।…