କରୋନା କଟକଣା ନଭେମ୍ବର ୩୦ ଯାଏଁ ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶବ୍ୟାପୀ କରୋନା କଟକଣାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି। ପାର୍ବଣ ଋତୁରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ବିଶେଷଜ୍ଞ ମାନେ ପୂର୍ବରୁ ଚେତାବନୀ ଦେଇ କହିଛନ୍ତି ଯେ କୌଣସି ପ୍ରକାର ଅବହେଳା ପୁଣି…

ଆର୍ୟନଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି, ୨୬ ଦିନ ଜେଲରେ ରହିବା ପରେ ମିଳିଲା ଜାମିନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ବମ୍ବେ ହାଇକୋର୍ଟ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ, ମଡେଲ ମୁନମୁନ ଧମେଚା ଏବଂ ଅର୍ବାଜ ମର୍ଚାଣ୍ଟଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି। ତିନିଜଣଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ୨୬ ଦିନ ଜେଲରେ ରହିବା ପରେ ଶେଷରେ ଆର୍ୟନଙ୍କୁ…

ଅନ୍ତର୍ଜାତୀୟସ୍ତରରେ ପ୍ରତିଦ୍ଵନ୍ଦ୍ବିତା ପାଇଁ ଉଚ୍ଚସ୍ତରୀୟ ଇନୋଭେସନ୍ ଲୋଡ଼ା

ବ୍ରହ୍ମପୁର: ଅନ୍ତର୍ଜାତୀୟସ୍ତରରେ ପ୍ରତିଦ୍ଵଦ୍ଵିତା କରିବା ପାଇଁ ହେଲେ ଉଚ୍ଚସ୍ତରୀୟ ଗବେଷଣା ଓ ଉଦ୍‌ଭାବନ ଆବଶ୍ୟକ। ଆମର ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକ ବିଶ୍ବସ୍ତରୀୟ ଜ୍ଞାନ ଓ ମୂଲ୍ୟବୋଧ ନିର୍ମାତା ସାଜିବା ଆବଶ୍ୟକ। ନବୀନ ଜ୍ଞାନକୌଶଳ ପ୍ରୟୋଗ ଜରିଆରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ…