ନିଟ୍-ୟୁଜି ପରୀକ୍ଷା ଫଳ ଘୋଷଣା କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍-ୟୁଜି ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି। ଦୁଇ ଜଣ ଛାତ୍ରଙ୍କ ପିଟିସନ ଉପରେ ବମ୍ବେ ହାଇକୋର୍ଟ ନିଟ୍-ୟୁଜି ପରୀକ୍ଷା ଫଳ ଉପରେ ସ୍ଥଗିତାଦେଶ ଜାରି…

ମାଣ୍ଡିଆ ପ୍ରୋତ୍ସାହନ : କେନ୍ଦୁଝର ପ୍ରତିଷ୍ଠା ହେଲା ରାଜ୍ୟର ପ୍ରଥମ ମିଲେଟ ଶକ୍ତି କାଫେ, କାଲି ଉଦଘାଟନ

କେନ୍ଦୁଝର – ଓଡିଶା ସରକାର ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି ମିଲେଟ୍ ଓଡିଶା ଅଭିଯାନ । କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠା ହୋଇଛି ରାଜ୍ୟର ପ୍ରଥମ…

ହରିୟାଣା: ମହିଳା ଚାଷୀଙ୍କ ଉପରେ ଚଢ଼ିଗଲା ଟ୍ରକ୍, ତିନି ମୃତ

ବାହାଦୂରଗଡ: ହରିୟାଣାର ବାହାଦୂରଗଡରେ ଆନ୍ଦୋଳନକାରୀ ମହିଳା ଚାଷୀଙ୍କ ଉପରେ ଏକ ଟ୍ରକ୍ ଚଢ଼ି ଯିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମହିଳାମାନେ ରାସ୍ତାର ମଝିରରେ ଥିବା ଡିଭାଇଡର୍ ଉପରେ ବସି ଘରକୁ ଫେରିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ । ଏତିକି ବେଳେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କୁ…

ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ ସେବା ନଭେମ୍ବର ଶେଷ ସପ୍ତାହ ଯାଏଁ ବୃଦ୍ଧି

ଭୁବନେଶ୍ୱର- ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ପୁରୀ-ପାଟନା ସ୍ପେଶାଲ ଟ୍ରେନ ସେବା ନଭେମ୍ବର ମାସ ଶେଷ ସପ୍ତାହ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ । ପୁରୀରୁ ପ୍ରତି ଶନିବାର ଅପରାହ୍ନ ୨ଟା ୫୫ ମିନିଟରେ ଛାଡୁଥିବା ସ୍ପେଶାଲ ଟ୍ରେନ୍ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ…

ତେଲ ଦରରେ ଲାଗୁନି ବ୍ରେକ୍, କ୍ରମାଗତ ଦ୍ବିତୀୟ ଦିନ ବଢ଼ିଲା ଦର

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧି ଧାରା ଥମିବାର ନାଁ ନେଉନାହିଁ। ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି। ପେଟ୍ରୋଲ ଏବଂ ଡିଜେଲ ଦର ୩୫ ପଇସା ବୃଦ୍ଧି ପାଇଛି। ଏହା ପରେ ଏବେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା…

କରୋନା ଅପଡେଟ୍: ଦେଶରେ ଆଉ ୧୬,୧୫୬ ମାମଲା ଚିହ୍ନଟ, ୭୩୩ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୬,୧୫୬ ନୂଆ କରୋନା ମାମଲା ରେକର୍ଡ କରାଯାଇଛି । ଦିନକରେ ୭୩୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥସହ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୬ ହଜାର ୩୮୬କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦିନକରେ ୧୭ ହଜାର…

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ସାକ୍ଷୀ ଗୋସାଭି ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ କ୍ରୁଜ ଡ୍ରଗ୍ସ ମାମଲାର ସାକ୍ଷୀ କେ.ପି ଗୋସାଭିଙ୍କୁ ପୁଣେ ପୋଲିସ ଗିରଫ କରିଛି। କେପି ଗୋସାଭି ଗତ କିଛି ଦିନ ଧରି ଫେରାର ଥିଲେ। କେପି ଗୋସାଭିଙ୍କୁ ମହାରାଷ୍ଟ୍ରର ପୁଣେରୁ ଗିରଫ କରାଯାଇଛି। ପୁଣେରେ ଗୋସାଭିଙ୍କ ବିରୋଧରେ ଠକେଇ…